Breaking News
-
ପୂର୍ବତନ ସାଂସଦଙ୍କ ଘରେ ରେଡ୍
ଅଡୁଆରେ ପୂର୍ବତନ ସାଂସଦ । ରାୟଗଡ଼ା ଟାଉନସ୍ଥିତ ବାସଭବନରେ ଚଢ଼ାଉ କରିଛି EOW ଟିମ୍। ଆର୍ଥିକ ଅନିୟମିତତା ଅଭିଯୋଗରେ ଟିମ୍ ପକ୍ଷରୁ ଜୋରଦାର ଖୋଳତାଡ଼ ଚାଲିଥିବା ସୂଚନା…
Read More » -
ଧନତେରାସରେ ସୁନା ଦୋକାନରେ ପ୍ରବଳ ଭିଡ଼ ।
ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆସନ୍ତାକାଲି ପାଳିତ ହେବ ଆଲୋକର ପର୍ବ ଦୀପାବଳି । ହେଲେ ଏହାର ଦିନକ ପୂର୍ବରୁ ପାଳନ କରାଯାଏ ଧନତେରାସ…
Read More » -
ବାଜିମାତ କଲା ଭାରତୀୟ ହକି ଦଳ । ଓଡ଼ିଆ ପୁଅଙ୍କ କମାଲ
ପୁଣି ବାଜିମାତ କଲା ଭାରତୀୟ ହକି ଦଳ । ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ୨୦୨୬ର ଟାଇଟଲ୍ ହାତେଇଛି ଟିମ୍ ଇଣ୍ଡିଆ । ଜାପାନ ଏବଂ ଭାରତ ମଧ୍ୟରେ…
Read More » -
କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଉତ୍ତେଜନା
କୋଟିଆକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ବିବାଦ ଦୀର୍ଘଦିନର। ସୀମାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବାରମ୍ବାର ଦେଖାଦେଉଛି ଟଣାଓଟରା। କଟରେ ନିର୍ବାଚନକୁ ନେଇ ଏହି…
Read More » -
ଆବାସିକ ସ୍କୁଲରେ ଛାତ୍ରୀଙ୍କୁ ନେଇ ସାଂଘାତିକ ଘଟଣା, ସରକାରଙ୍କୁ ଘେରିଲା ବିଜେଡି
ଆବାସିକ ବିଦ୍ୟାଳୟରେ ପାଠପଢ଼ା ସହ ଛାତ୍ରୀଙ୍କ ସୁରକ୍ଷାର ଦାୟିତ୍ୱ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର। ହେଲେ ମୟୂରଭଞ୍ଜର ଏହି ଘଟଣା ଉଠାଇଛି ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ।…
Read More » -
ପୁରୀରେ ହେବ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍। ଏ ନେଇ ୧୫୦୦ କୋଟି ଟଙ୍କା ଘୋଷଣା
ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ବିଶାଳ ସମୁଦ୍ର ତଟରେ ପରିପୂର୍ଣ୍ଣ ଓଡ଼ିଶା ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅପାର ସମ୍ଭାବନା ରହିଛି । ଓଡିଆ ସାଧବ ପୁଅର…
Read More » -
ଫୁଟବଲରୁ ସନ୍ନ୍ୟାସ ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ
ଅନ୍ତର୍ଜାତୀୟ ଫୁଟବଲକୁ ରୋନାଲ୍ଡୋଙ୍କ ଅଲବିଦା!୨୩ ବର୍ଷର ଲମ୍ବା ଯାତ୍ରା। ଅଗଣିତ ରେକର୍ଡ, ଅନେକ ସଫଳତା ଆଉ କୋଟି କୋଟି ପ୍ରଶଂସକଙ୍କ ଭଲପାଇବା। ଏବେ ଏହି ଯାତ୍ରାରେ ପଡ଼ିବାକୁ…
Read More » -
ଭୁବନେଶ୍ୱର ଗୁଳିକାଣ୍ଡର ପର୍ଦ୍ଦାଫାସ୍, ୮ ଗିରଫ!
ଗୁଳିକାଣ୍ଡ ପରେ ହସ୍ପିଟାଲ, ଆଉ ହସ୍ପିଟାଲରୁ ହତ୍ୟାର ମିଛ କାହାଣୀ! ଭୁବନେଶ୍ୱର ଶିଶୁପାଳଗଡ଼ରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଏବେ ଏମିତି କିଛି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।…
Read More » -
ଦୀପାବଳି ଓ ଧନତେରସ୍ ପୂର୍ବରୁ ଟ୍ରାଫିକ ଜାମ
ଦୀପାବଳି ଓ ଧନତେରସ୍ ପୂର୍ବରୁ ଟ୍ରାଫିକ ଜାମ । ସାଜସଜ୍ଜା ସାମଗ୍ରୀଠାରୁ ଆରମ୍ଭ କରି ସୁନା, ରୂପା ଓ ବାସନକୁସନ କିଣିବା ପାଇଁ ଦୋକାନଗୁଡ଼ିକରେ ଲାଗିଛି ଗ୍ରାହକଙ୍କ…
Read More »
