Uncategorized
-
ଭାରତୀୟ ମହିଳା କ୍ରିକେଟ ନେତୃତ୍ୱ ପଦରୁ ଓହରିଲେ ହରମନପ୍ରୀତ କୌର
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ସଫଳ ତଥା ଅଭିଜ୍ଞ ଅଧିନାୟିକା ହରମନପ୍ରୀତ କୌର ସବୁ ଫର୍ମାଟ୍ର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ୩୭…
Read More » -
ଟ୍ରକକୁ ପଛପଟୁ ପିଟିଲା ମେଣ୍ଢା ବୋଝେଇ ପିକ୍ଅପ୍, ୨ ମୃତ
ଭୁବନେଶ୍ବର: ବଲାଙ୍ଗୀର-ସମ୍ବଲପୁର ରାଜପଥର ଛୁଇଁବନ୍ଧ ନିକଟରେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ମେଣ୍ଢା ବୋଝେଇ ପିକ୍ଅପ୍…
Read More » -
ଭୁବନେଶ୍ୱରରେ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ବର: ଓଡ଼ିଆ ସିନେମାର ଗୌରବଜ୍ୱଳ ଅତୀତକୁ ପୁନର୍ଜୀବିତ କରିବା ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ନବକଳେବର ପ୍ରାପ୍ତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡ଼ିଓ’ର ଭବ୍ୟ…
Read More » -
ବିଜେପିରେ ଯୋଗଦେଲେ ବଙ୍ଗଳା ଅଭିନେତ୍ରୀ କୋୟଲ ମଲ୍ଲିକ
ନୂଆଦିଲ୍ଲୀ: ବଙ୍ଗଳା ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ କୋୟଲ ମଲ୍ଲିକ (ପ୍ରକୃତ ନାମ ରୁକ୍ମଣୀ ମଲ୍ଲିକ) ଆଜି ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେଇଛନ୍ତି।…
Read More » -
ଟିମ୍ ଇଣ୍ଡିଆକୁ ଫେରିଲେ ଭୁବନେଶ୍ୱର କୁମାର
ନୂଆଦିଲ୍ଲୀ: ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ପୁଣି ଥରେ ଟିମ୍ ଇଣ୍ଡିଆକୁ ଫେରିଛନ୍ତି। ତାଙ୍କ ସହିତ ଭାରତ ପାଇଁ ଖେଳିସାରିଥିବା କୃଣାଲ ପାଣ୍ଡ୍ୟା…
Read More » -
୩ ବୈଜ୍ଞାନିକଙ୍କୁ ମିଳିବ ୨୦୨୬ ଚିକିତ୍ସା ବିଜ୍ଞାନ ନୋବେଲ
ନୂଆଦିଲ୍ଲୀ: ମାନବ ମସ୍ତିଷ୍କର ଜଟିଳ ଗଠନ, ଭାବନା ଏବଂ ସ୍ମୃତି ଶକ୍ତିର ନିୟନ୍ତ୍ରଣ ପଛରେ ଥିବା ଗୂଢ଼ ରହସ୍ୟକୁ ଉନ୍ମୋଚନ କରି ଆଲୋକ ଜରିଆରେ ସ୍ନାୟୁ କୋଷକୁ…
Read More » -
୨୦୨୭ ୟୁପି ନିର୍ବାଚନରେ ଏକାକୀ ଲଢ଼ିପାରେ ଚିରାଗ ପାସୱାନଙ୍କ ଦଳ
ନୂଆଦିଲ୍ଲୀ: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ସରଗରମ ହେବାରେ ଲାଗିଛି ରାଜନୀତି। ବିଭିନ୍ନ ଦଳ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା…
Read More » -
ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର
ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ସରକାରୀ ଅଧିକାରୀ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ବେତନଟୀ ଆର୍ ଆଣ୍ଡ୍ ବି (R&B) ସବ୍-ଡିଭିଜନ୍ର ଆସିଷ୍ଟାଣ୍ଟ…
Read More » -
ସୁନ୍ଦରଗଡ଼ PNB ଶାଖାରେ ଭୟାବହ ଅଗ୍ନିକାଣ୍ଡ
ଭୁବନେଶ୍ବର: ସୁନ୍ଦରଗଡ଼ ସହରସ୍ଥିତ ମୁଖ୍ୟ ଡାକଘର ସମ୍ମୁଖରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଶାଖାରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସକାଳ ପ୍ରାୟ ୮ଟା…
Read More » -
ଆନ୍ଧ୍ରପ୍ରଦେଶରେ ଓଡ଼ିଆ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ
ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ଅନକାପାଳି ଅଞ୍ଚଳରେ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଫାମ୍ପୁଣି ପଞ୍ଚାୟତ…
Read More »