Uncategorized
-
ଶରଣକୁଳ ପୂର୍ବତନ IIC ସୁଜିତ ଦାସଙ୍କ ନାଁରେ NBW, ଗିରଫ ପାଇଁ କ୍ରାଇମବ୍ରାଞ୍ଚର ଚଢ଼ାଉ
ଭୁବନେଶ୍ବର: ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ନିଲମ୍ବିତ ହୋଇଥିବା ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାର ପୂର୍ବତନ ଆଇଆଇସି (IIC) ସୁଜିତ କୁମାର ଦାସଙ୍କ ଅଡୁଆ ଆହୁରି…
Read More » -
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ଘୋଷଣା: ୫୦ ହଜାର ଛାତ୍ରୀଙ୍କୁ ମିଳିବ ସ୍କୁଟି
ନୂଆଦିଲ୍ଲୀ: ‘ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା’ ଏବଂ ସ୍ୱତନ୍ତ୍ର ବସ୍ ସେବାର ଶୁଭାରମ୍ଭ ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଝିଅମାନଙ୍କ ପାଇଁ ଏକ…
Read More » -
ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହେଲା ଶ୍ରାବଣ ମାସ : ୩୪ ଲକ୍ଷରୁ ଅଧିକ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ସୁନିଶ୍ଚିତ କଲା ଓଡ଼ିଶା ପୋଲିସ
ଭୁବନେଶ୍ବର: ପବିତ୍ର ଶ୍ରାବଣ ମାସ ଅବସରରେ ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତମାନଙ୍କ ସୁରକ୍ଷିତ ଦର୍ଶନ, ସୁଗମ ଯାତାୟାତ ଓ ଶୃଙ୍ଖଳିତ ଭିଡ଼ ପରିଚାଳନା ପାଇଁ ଓଡ଼ିଶା ପୋଲିସ…
Read More » -
ସାର କଳାବଜାରୀ କଲେ ନିଆଯିବ କଠୋର ଆକ୍ସନ: ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ
ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ସାର ଯୋଗାଣ ବ୍ୟବସ୍ଥା ସୁରୁଖୁରୁରେ ଚାଲିଛି। କୃଷକଙ୍କ ପାଇଁ ସାରର ଯେପରି କୌଣସି ଅଭାବ ନହୁଏ, ସେଥିପ୍ରତି ସରକାର କଡ଼ା ନଜର…
Read More » -
ଜିନ୍ପିଙ୍ଗଙ୍କ ଭାରତ ଗସ୍ତ ସମ୍ଭାବନା: ୭ ବର୍ଷ ପରେ ଆସିବେ ଚୀନ୍ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଖୁବ୍ଶୀଘ୍ର ଭାରତ ଗସ୍ତରେ ଆସିବା ନେଇ ଆଶା କରାଯାଉଛି। ଏହା ନିଶ୍ଚିତ ହେଲେ, ବିଗତ ୭ ବର୍ଷ ମଧ୍ୟରେ ଏହା…
Read More » -
ଆନ୍ଦୋଳନରୁ ଓହରିଲା ଆଶାୟୀ ଶିକ୍ଷକ ସଂଘ
ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମ୍ଜିରେ ଚାଲିଥିବା ‘ଅଲ୍ ଓଡ଼ିଶା ଶିକ୍ଷକ ଆଶାୟୀ ସଂଘ’ର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ୬ ଦଫା ଦାବି ନେଇ ଆଶାୟୀମାନେ ଅହୋରାତ୍ର ଧାରଣାରେ…
Read More » -
ବାରହା ଆକ୍ରମଣରେ ନାବାଳକ ଗୁରୁତର: ୧ ଘଣ୍ଟା ଲଢ଼ି ଜୀବନ ବଞ୍ଚାଇଲେ ସୁମନ
ଭୁବନେଶ୍ବର: ବାରହା ସହ ପ୍ରାୟ ୧ ଘଣ୍ଟା କାଳ ଲଢ଼େଇ କରି ନିଜ ଜୀବନ ବଞ୍ଚାଇଛନ୍ତି ଜଣେ ନାବାଳକ। କଟକ ଜିଲ୍ଲା ବାଙ୍କୀର ଗୋପାଳପୁର ଅଞ୍ଚଳରୁ ସାମ୍ନାକୁ…
Read More » -
କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ: ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର
ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଥରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି। ଡଙ୍ଗାରେ ଚଢ଼ିବା ସମୟରେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଛି। ରାଜକନିକା…
Read More » -
ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିଥିବା…
Read More » -
ସୌରିନ ଭଟ୍ଟଙ୍କ ଅଡୁଆ: ଅଦାଲତ ନିର୍ଦ୍ଦେଶ ଅବମାନନା ପଡ଼ିଲା ମହଙ୍ଗା, ହଟିଲା NBW ସ୍ଥଗିତାଦେଶ
ଭୁବନେଶ୍ବର: କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଆଇନଗତ ଅସୁବିଧା ଆହୁରି ବୃଦ୍ଧି ପାଇଛି। ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ମଧ୍ୟ ହାଜର ନହେବାରୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ…
Read More »