Breaking Newsରାଜନୀତି

ବଦଳିଲା ରଣନୀତି | ଇଣ୍ଡି ମେଣ୍ଟରେ ସାମିଲ ବିଜେଡି

ଇଣ୍ଡି ମେଣ୍ଟରେ ସାମିଲ ବିଜେଡି। ବଦଳିଲା ବିଜେଡିର ରଣନୀତି । ହଁ ଆଂଜ୍ଞା ମୁଖ୍ୟ ନିର୍ବାଚନ କମିସନଙ୍କୁ ବିରୋଧ କରି ସଂସଦରେ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ପଦଯାତ୍ରା କରିବେ । ସଂସଦର ମକର ଦ୍ବାରରୁ ପଦଯାତ୍ରା ଆରମ୍ଭ କରି ନିର୍ବାଚନ କମିସନଙ୍କ ମୁଖ୍ୟାଳୟ ପର୍ଯ୍ୟନ୍ତ ଯିବେ । କଂଗ୍ରେସ ସମେତ ଟିଏମ୍‌ସି, ସମାଜବାଦୀ ପାର୍ଟି ଭଳି ବିଭିନ୍ନ ଦଳର ପ୍ରାୟ ୧୫୦ ସାଂସଦ ଏଥିରେ ସାମିଲ୍ ହେବେ ।

ତେବେ ଆମ୍‌ ଆଦ୍‌ମି ପାର୍ଟି ଦିଲ୍ଲୀ ଜନ୍ତରମନ୍ତରରେ ଅଲଗା ଭାବେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି । ଏସ୍‌ଆଇଆର୍ ମାଧ୍ୟମରେ ଭୋଟ୍ ଚୋରି ଅଭିଯୋଗ ଆଣିଥିବା ବିରୋଧୀ ଦଳ ଗୁଡିକ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଆସୁଛନ୍ତି ।

Related Articles

Back to top button