ଅନ୍ୟାନ୍ୟଶିକ୍ଷା

କମିଶନରେଟ୍ ପୋଲିସର ବଡ ନିଷ୍ପତ୍ତି ।

ଭୁବନେଶ୍ୱର ,ଆଜି ପାଇଁ କୋହଳ ହେଲା, ଟ୍ରାଫିକ ନିୟମ । ନିଟ୍ ପରୀକ୍ଷା ପାଇଁ ଟ୍ରାଫିକ ନିୟମ, କୋହଳ ହୋଇଛି।

ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଅଟକାଇବେ ନାହିଁ ଟ୍ରାଫିକ କର୍ମଚାରୀ ।

ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବ, କମିଶନରେଟ୍ ପୋଲିସ ।

ରାସ୍ତାରେ ଟ୍ରାଫିକ ଚେକିଂ ନକରିବାକୁ ଆଜି କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କାଲିଠାରୁ ପୁଣି ପୂର୍ବ ଭଳି ଜାରି ରହିବ ଟ୍ରାଫିକ ଚେକିଂ ।

ଏ ନେଇ ଟ୍ରାଫିକ ଥାନାଧିକାରୀ, ଏ ନେଇ ସୂଚନା ଦେଇଛନ୍ତି ।

ରାସ୍ତାରେ ହେବ ନାହିଁ ଟ୍ରାଫିକ ଚେକିଂ ଓ ଏନଫୋର୍ସମେଣ୍ଟ ।କମିଶନରେଟ୍ ପୋଲିସର, ବଡ ନିଷ୍ପତ୍ତି ।

Related Articles

Back to top button