ଜାତୀୟଯୁଦ୍ଧ

ଅପରେସନ ସିନ୍ଦୂରକୁ ପୂରିଲା ବର୍ଷେ

ମୋବାଇଲ ନ୍ୟୁଜ 24X7 ବ୍ୟୁରୋ;  ଅପରେସନ ସିନ୍ଦୂରକୁ ପୂରିଛି ଏକ ବର୍ଷ । ପହଲଗାମ୍ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ହୋଇଥିବା ଏହି ଆକ୍ରମଣ ପାକିସ୍ତାନର ଛାତି ଥରାଇ ଦେଇଥିଲା । ଏଥିସହିତ ବିଶ୍ୱ ଦେଖିଥିଲା ଭାରତର ପରାକ୍ରମ । ମହିଳାଙ୍କ ମଥାରୁ ସିନ୍ଦୂର ଲିଭାଇଥିବା ଆତଙ୍କବାଦୀମାନଙ୍କ ଲିଙ୍କ୍ ପାକିସ୍ତାନ ସହ ଥିବା ଜାଣିବା ପରେ ରଣନୀତି ରଚିଥିଲା ଭାରତ । ଝଡ଼ ପୂର୍ବର ନୀରବତା ଭଳି ୨ ସପ୍ତାହ ପରେ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା ଭାରତ । ଏନେଇ ୩ ସେନା କ’ଣ କହୁଛନ୍ତି ଦେଖନ୍ତୁ –

Related Articles

Back to top button