ଅନ୍ୟାନ୍ୟଜାତୀୟ

ଶିଶୁ ଚାଲାଣ ର ନୂଆ ତରିକା

ଭୁବନେଶ୍ୱର,ଦିନକୁ ଦିନ ଶିଶୁ ଚାଲାଣ ବଢିବାରେ ଲାଗିଛି। ସୂଚନା ମୁତାବକ ଆଜି ସାଇ କ୍ରିଷ୍ଣା ବସ ରେ କିଛି ଶିଶୁ ଚାଲାଣ ହେଉଥିବା ନେଇ, ଚାଇଲ୍ଡ ଲାଇନକୁ ଏକ କଲ ଆସିଥିଲା ।

ଏହାପରେ ଶିଶୁ ଵିଭାଗ ଦ୍ୱାରା ସେହି ବସ ଟିକୁ ମାଲକାନଗିରି ଥାନା ନିକଟରେ, ଅଟକାଇ ଯାଞ୍ଚ କରିବା ଦ୍ୱାରା ସେହି ଗାଡ଼ିରୁ କିଛି ଶିଶୁ ଙ୍କୁ ଉଦ୍ଧାର କରାଯାଇଥିଲା ।

ସେମାନଙ୍କ ସହ ଆଲୋଚନା କରିବା ପରେ, ସେମାନେ ବିଜୟୱାଡା ଯାଉଥିବା କହିଥିଲେ ।

ତେବେ ଶିଶୁମାନଙ୍କୁ ଉଦ୍ଧାର କରିବା ପରେ ସେହି ଶିଶୁ ମାନଙ୍କୁ ସିଡବ୍ଲୁସି ରେ ପ୍ରଡ୍ୟୁସ କରି, ସେମାନଙ୍କୁ ତାଙ୍କ ପରିବାର ବର୍ଗଙ୍କ ନିକଟରେ, ହସ୍ତାନ୍ତର କରାଯିବ ।ଶିଶୁ ଚାଲାଣ ର ନୂଆ ତରିକା ।

ସମର କୋର୍ସ  ଏବଂ ସୁଟିଂ ନାଁରେ ବାହାର ରାଜ୍ୟକୁ ,ଚାଲାଣ ହେଉଛନ୍ତି ଶିଶୁ ।

Related Articles

Back to top button