ଅନ୍ୟାନ୍ୟଦୁର୍ଘଟଣା

କିଛି ସେକେଣ୍ଡ ମଧ୍ୟରେ ଲାଗିଗଲା ନିଆଁ ।

ଭୁବନେଶ୍ୱର,ସ୍ୱିସ୍ ଏୟାରର ଏକ ବିମାନର ଇଞ୍ଜିନ୍ ରେ, ନିଆଁ ଲାଗିଯାଇଛି।

ସ୍ୱିସ୍ ଏୟାରର ବିମାନଟି ଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରିବାକୁ, ଯାଉଥିଲା। ବିମାନଟି ରନୱେରେ ଗତି ବଢ଼ାଇବା ମାତ୍ରେ ଏହାର ଗୋଟିଏ ଇଞ୍ଜିନରୁ ଏକ ଶଦ୍ଦ ବାହାରିବାକୁ ଲାଗିଲା ।

ଏବଂ କିଛି ସେକେଣ୍ଡ ମଧ୍ୟରେ ନିଆଁ ଲାଗିଗଲା। ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରି, ପାଇଲଟ୍ ତୁରନ୍ତ ଉଡ଼ାଣ, ବାତିଲ କରିଥିଲେ ।

ଏହି ଘଟଣାରେ, ୬ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି।କିଛି ମିନିଟ୍ ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା ।

ଏବଂ ବିମାନକୁ ସୁରକ୍ଷିତ ସ୍ଥାନକୁ, ନିଆଯାଇଥିଲା। ଏହି ସମୟରେ ବିମାନରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ, ଭୟ ଖେଳିଯାଇଥିଲା।

ଦୁର୍ଘଟଣା ସମୟରେ ୬ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା, ସୂଚନା ମିଳିଛି ଏବଂ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ, ଭର୍ତ୍ତି କରାଯାଇଛି।

ବିମାନବନ୍ଦରର ଅଗ୍ନିଶମ ବିଭାଗ ଏବଂ ଜରୁରୀକାଳୀନ ସେବା କର୍ମଚାରୀଙ୍କୁ ତୁରନ୍ତ ଏ ସମ୍ପର୍କରେ, ଜଣାଇଥିଲେ।

Related Articles

Back to top button