Breaking Newsଓଡ଼ିଶା

ପୀତବାସଙ୍କ ପରିବାରକୁ ପୁଣି ବଡ ଝଟକା

ପୀତବାସ ପଣ୍ଡାଙ୍କ ପରିବାରକୁ ପୁଣି ବଡ ଝଟକା । ଦିବଙ୍ଗତ ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାରରେ ପୁଣି ଶୋକର ଛାୟା ।ମୁରବି ଶୂନ୍ୟ ହୋଇଗଲା ପରିବାର । ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରେ ସାନଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ପରଲୋକ ହୋଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ପରଲୋକ ଘଟିଛି। ମାସେ ଧରି ଚିକିତ୍ସା ପରେ ଆଖି ବୁଜିଲେ ପୂର୍ଣ୍ଣଚନ୍ଦ୍ର ପଣ୍ଡା। ଭାଇ ପୀତବାସ ହତ୍ୟା ମାମଲାରେ ଆଇନ୍ ଲଢ଼େଇ ଲଢୁଥିଲେ ପୂର୍ଣ୍ଣଚନ୍ଦ୍ର। ଏବେ କଣ ହେବ ପୀତବାସଙ୍କ ମାମଲା? ଏହି କଥା ହେବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।

Related Articles

Back to top button