
ଭୁବନେଶ୍ୱର ,ଦେଶର ପ୍ରମୁଖ ସହରରେ, କମର୍ସିଆଲ LPG ଦର ବୃଦ୍ଧି ହୋଇଛି ।
୫ କେଜି ଗ୍ୟାସ ଦର ଗତ ମାସରେ ୮୦୬.୫୦ ପଇସା ଥିବା ବେଳେ, ଏବେ ଗ୍ରାହକଙ୍କୁ ୮୦୯.୫୦ ପଇସା ଦେବାକୁ ହେବ।
୧୯ କେଜି ପାଇଁ ପୂର୍ବରୁ ୨୯୦୮ ଟଙ୍କା ଦେବାକୁ ହେଉଥିବା ବେଳେ, ଏବେ ୨୯୧୯ ଟଙ୍କା ଦେବାକୁ ହେବ। ଅର୍ଥାତ୍ ୧୧ ଟଙ୍କା ଅଧିକ ଦେବାକୁ ହେବ।
ଗତକାଲି ୯୪ ଟଙ୍କା ଥିବାବେଳେ, ଆଜି ୧ ଟଙ୍କା ବଢି, ଏବେ ଲିଟର ପିଛା ୯୫ ଟଙ୍କା ହୋଇଛି CNG।
ତେବେ ପେଟ୍ରୋଲ ଦରରେ, ପରିବର୍ତ୍ତନ ହୋଇନାହିଁ ।




