ଜାତୀୟ
-
ଶାନ୍ତିପୂର୍ଣ୍ଣ ଦେଶ ମଧ୍ୟରେ ଶୀର୍ଘରେ ଆଇସଲ୍ୟାଣ୍ଡ
ନୁଆଦିଲ୍ଲୀ: ଆଇସଲ୍ୟାଣ୍ଡ ହେଉଛି ଦୁନିଆର ସବୁଠୁ ଶାନ୍ତିପୂର୍ଣ୍ଣ ଦେଶ । ଗ୍ଲୋବାଲ ପିସ୍ ଇଣ୍ଡେକ୍ସ ୨୦୨୨ ଅନୁଯାୟୀ ଏହି ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ସବୁଠାରୁ…
Read More » -
ସ୍ୱିସ୍ ବ୍ୟାଙ୍କରେ ରେକର୍ଡ ସ୍ତରକୁ ପହଞ୍ଚିଲା ଭାରତୀୟଙ୍କ ସଞ୍ଚୟ, ଜାଣନ୍ତୁ ମୋଦି ସରକାରଙ୍କୁ କ’ଣ କହିଲେ ମାୟାବତୀ
ଲକ୍ଷ୍ନୌ: ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ସଞ୍ଚୟ ୧୪ ବର୍ଷର ସର୍ବୋଚ୍ଚସ୍ତରକୁ ପହଞ୍ଚିଛି। ସ୍ୱିଜରଲ୍ୟାଣ୍ଡ କେନ୍ଦ୍ରୀୟ ବ୍ୟାଙ୍କଙ୍କ ବାର୍ଷିକ ରିପୋର୍ଟରେ ଭାରତୀୟଙ୍କ ଜମା ଟଙ୍କା ୪ ହଜାର ୮୦୦…
Read More » -
ପୁଣି ଟ୍ରେନ୍ ପୋଡ଼ିଲେ; ମଗଧ ଏକ୍ସପ୍ରେସ୍ର ୪ ବଗିରେ ନିଆଁ ଲଗାଇଲେ ବିକ୍ଷୋଭକାରୀ, ଷ୍ଟେସନ୍ରେ ପଶି ଟଙ୍କା ଲୁଟି ନେଲେ
ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ବିରୋଧ ଏବେ ୧୨ ରାଜ୍ୟକୁ ବ୍ୟାପିଲାଣି। ବିରୋଧ ପ୍ରଦର୍ଶନ ବେଳେ ଏପର୍ଯ୍ୟନ୍ତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଆହତ ହୋଇଛନ୍ତି। ଏହି…
Read More » -
କୁଆଡ଼େ ଚାଲିଗଲେ ନୂପୁର ଶର୍ମା? ଦିଲ୍ଲୀରେ ୪ ଦିନ ହେଲା ଖୋଜୁଛି ମୁମ୍ୱାଇ ପୋଲିସ
ନୂଆଦିଲ୍ଲୀ : ପୈଗମ୍ୱର ମହମ୍ମଦଙ୍କ ଉପରେ ବୟାନ୍ ଦେଇ ବିବାଦ ଘେରକୁ ଆସିଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ଏବେ ମୁମ୍ୱାଇ ପୋଲିସ ଖୋଜୁଛି। ଦିଲ୍ଲୀରେ ଗତ…
Read More » -
‘ଆଦର୍ଶ ଜୀବନ’ ବଞ୍ଚିବାକୁ କେତେ ଟଙ୍କା ଚାହାନ୍ତି ଲୋକେ, ସର୍ଭେରୁ ଆସି ଏମିତି ତଥ୍ୟ
ନୂଆଦିଲ୍ଲୀ: “ଆଦର୍ଶ ଜୀବନ” ବଞ୍ଚିବାକୁ ଲୋକେ କେତେ ଟଙ୍କା ଆବଶ୍ୟକ କରନ୍ତି। ନିକଟରେ ଏକ ସର୍ଭେରୁ “ସଂପୂର୍ଣ୍ଣ ଆଦର୍ଶ ଜୀବନ” ବଞ୍ଚିବାକୁ ହେଲେ ଅଧିକାଂଶ ଲୋକ ୧୦…
Read More » -
ପାକିସ୍ତାନରେ ପୁଣି ବଢ଼ିଲା ତୈଳ ଦର, ପେଟ୍ରୋଲ ଲିଟର ପିଛା ୨୪ ଟଙ୍କା ବୃଦ୍ଧି
ଇସଲାମାବାଦ: ପାକିସ୍ତାନରେ ପୁଣି ବଢ଼ିଲା ତୈଳ ଦର । ପେଟ୍ରୋଲର ଦାମ୍ ୨୪ ଟଙ୍କା ବୃଦ୍ଧି ହୋଇଥିବାବେଳେ ଡିଜେଲ ଦାମ୍ ମଧ୍ୟ ୧୬.୩୧ ଟଙ୍କା ବୃଦ୍ଧି ପାଇଛି…
Read More » -
ଅଗ୍ନିପଥ ବିରୋଧରେ ଜୁନ ୧୮ରେ ବିହାର ବନ୍ଦ ଘୋଷଣା, ମୋଦୀ ସରକାରଙ୍କୁ ୭୨ ଘଣ୍ଟାର ମହଲତ
ନୂଆଦିଲ୍ଲୀ: ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାର ପ୍ରତିବାଦର ସ୍ୱର ତୀବ୍ର ହେବାରେ ଲାଗିଛି । ବିକ୍ଷୋଭ ପ୍ରଦର୍ଶନ ହିଂସାର ରୂପ ନେଇ ସାରିଛି ।…
Read More » -
ମହାରାଷ୍ଟ୍ର MLC ନିର୍ବାଚନରେ ଭୋଟ ଦେଇ ପାରିବେନି ନବାବ ମଲ୍ଲିକ ଓ ଅନୀଲ ଦେଶମୁଖ, ଆବେଦନ ହାଇକୋର୍ଟରେ ଅଗ୍ରାହ୍ୟ
ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ଓ ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଜୁନ ୨୦ ତାରିଖରେ ହେବାକୁ ଯାଉଥିବା ବିଧାନ ପରିଷଦ (ଏମଏଲସି) ନିର୍ବାଚନରେ ଭୋଟ…
Read More » -
ବିଏମଡବ୍ଲୁ ଧକ୍କାରେ ଫ୍ଲାଏଓଭରରୁ ଓଲଟିଲା ୱାଗନ୍ ଆର, ଫୁଟପାଥରେ ଶୋଇଥିବା ୨ ଶିଶୁ ମୃତ, ୮୦ କ୍ୟାମେରା ଯାଞ୍ଚ ପରେ ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀ ଲୋଧୀ ରୋଡ ଫ୍ଲାଏଓଭରରେ ଦ୍ରୁତ ଗତିରେ ଆସୁଥିବା ବିଏମଡବ୍ଲୁ କାର ଏକ ୱାଗନ୍ ଆର କାରକୁ ଧକ୍କା ଦେଇଥିଲା। ଏହାପରେ ୱାଗନ୍ ଆର ଫୁଟପାଥକୁ…
Read More »
