ଜାତୀୟ
-
ଶେଷ ପର୍ଯ୍ୟାୟରେ ଭାରତ ଯୋଡୋ ଯାତ୍ରା
ଭାରତ ଯୋଡୋ ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ଅଛି। ଏହା ଜାନୁଆରୀ ୩୦ ରେ ଶ୍ରୀନଗରରେ ଶେଷ ହେବ । ୧୨ ଟି ରାଜ୍ୟ ଦେଇ ଜମ୍ମୁ…
Read More » -
ସୋସିଆଲ ମିଡ଼ିଆରେ ଚଳିବନି ମନମାନି: କେନ୍ଦ୍ର ସରକାର ଗଠନ କଲେ GAC
ଅନେକ ସମୟରେ ୟୁଜର୍ସଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ତେବେ ଅନେକ ସମୟରେ ସୋସିଆଲ ମିଡ଼ିଆ କମ୍ପାନୀମାନେ ୟୁଜର୍ସଙ୍କ ଅଭିଯୋଗର ସଠିକ୍ ସମାଧାନ କରିନଥାନ୍ତି…
Read More » -
ମିଲେଟ୍ ମିଶନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା
ଓଡ଼ିଶାର ମିଲେଟ୍ ମିଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କୀ ବାତରେ ମିଲେଟ୍ ବାର୍ତ୍ତା । ବର୍ଷର ପ୍ରଥମ ମନ୍…
Read More » -
ବିର୍ସାମୁଣ୍ଡା ହକି ଷ୍ଟାଡିୟମକୁ ଗିନିଜ ବୁକ୍ ଅଫ ଓ୍ବାର୍ଲ୍ଡ ରେକର୍ଡସ୍
ଭୁବନେଶ୍ବର: ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ । ବିଶ୍ବର ସବୁଠାରୁ ଅଧିକ ସିଟ ଥିବା ବଡ଼ ହକି ଷ୍ଟାଡିୟମ୍ ପାଇଁ ଗିନିଜ ବୁକ୍ ଅଫ୍ ୱାର୍ଡଲ ରେକର୍ଡସରେ…
Read More » -
ଭାରତ ଆକାଶରେ ଦେଖାଯିବ ବିରଳ ଧୂମକେତୁ
ଅଧିକାଂଶ ସମୟରେ ତାରା ବା ଗ୍ରହ ଜଗତରୁ ଅନେକ ଅଦ୍ଭୂତ ଘଟଣା ସାମ୍ନାକୁ ଆସିଥାଏ । ଯାହାକି ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବୈଜ୍ଞାନିକମାନଙ୍କ ପର୍ଯ୍ୟନ୍ତ…
Read More » -
୩୦% ମହଙ୍ଗା ହେବ କେବୁଲ୍ ଏବଂ DTH ବିଲ୍!
ନୂଆଦିଲ୍ଲୀ: ଟେଲିକମ୍ ରେଗୁଲେଟରୀ ଅଥରିଟୀ ଟିଭି ଚ୍ୟାନେଲ୍ର ଦାମ୍କୁ ନେଇ ଏକ ନୂଆ ଟାରିଫ ଅର୍ଡର ଜାରି କରିଛନ୍ତି। ଏହି ଆଦେଶ ସମସ୍ତ ଟିଭି ଅପରେଟର ଏବଂ…
Read More » -
‘ଅମୃତ ଉଦ୍ୟାନ’ ନାମରେ ପରିବର୍ତିତ ହେଲା ମୋଗଲ ଗାର୍ଡେନର ନାଁ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ ସ୍ଥିତ ପ୍ରସିଦ୍ଧ ମୋଗଲ ଗାର୍ଡେନର ନାଁ ଆଜିଠାରୁ ‘ଅମୃତ ଉଦ୍ୟାନ’ ଭାବରେ ଜଣାଯିବ । ନାମ ପରିବର୍ତ୍ତନ ନେଇ ପ୍ରେସମିଟରେ ରାଷ୍ଟ୍ରପତି ଭବନ…
Read More » -
ଗୋଟିଏ ଶିକ୍ଷାନୁଷ୍ଠାନର ଶିକ୍ଷକ ଅନ୍ୟ ଶିକ୍ଷାନୁଷ୍ଠାନକୁ ଯାଇ କିମ୍ବା ଅନଲାଇନରେ ପଢ଼ାଇ ପାରିବେ
ୟୁଜିସି ପକ୍ଷରୁ ଏକ ନୂଆ ଗାଇଡଲାଇନ୍ସ ଜାରି କରାଯାଇଛି । ଏଣିକି ଗୋଟିଏ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଅନ୍ୟ ଶିକ୍ଷାନୁଷ୍ଠାନର ରିସୋର୍ସ ବ୍ୟବହାର କରିପାରିବେ । ଶିକ୍ଷା ଦୃଷ୍ଟିରୁ…
Read More » -
୭ ନମ୍ବରକୁ ଖସିଲେ ଭାରତର ସବୁଠୁ ଧନୀ ଗୌତମ ଅଦାନୀ
ଦୁଇ ଦିନରେ ଷ୍ଟକ ବଜାରରେ ଅଦାନୀ ଗ୍ରୁପର କମ୍ପାନୀଗୁଡିକର ସେୟାର ମୂଲ୍ୟ ହ୍ରାସ ଘଟିବାରୁ ଗୌତମ ଆଦାନୀଙ୍କୁ ବିପୁଳ କ୍ଷତି ସହିବାକୁ ପଡିଛି । ଦୁଇ ଦିନରେ…
Read More » -
ତ୍ରିପୁରାରେ ବିଜେପି ଜାରି କଲା ୪୮ ପ୍ରାର୍ଥୀଙ୍କ ତାଲିକା
ତ୍ରିପୁରାରେ ବିଧାନସଭା ନିର୍ବାଚନ ପାଇଁ ବିଜେପି ୬୦ ଆସନ ମଧ୍ୟରୁ ୪୮ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ମାଣିକ ଶାହାଙ୍କୁ ବୋରଦବଲି…
Read More »