ଅନ୍ତର୍ଜାତୀୟବାଣିଜ୍ୟ

ସୁନା ଦର ପ୍ରତି ୧୦ ଗ୍ରାମ୍‌ ପିଛା ୭,୦୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି।

ଭୁବନେଶ୍ୱର ,ସୁନା-ରୁପା ଦରରେ ବୃଦ୍ଧି, ଦେଖିବାକୁ ମିଳିଛି।ସୁନା ଭଳି ରୁପା ଦାମରେ ମଧ୍ୟ ବୃଦ୍ଧି ଦେଖିବାକୁ, ମିଳିଛି। ୯୯.୯% ଶୁଦ୍ଧତା ଥିବା ରୁପାର ଦାମ, ଏହି ୫ ଦିନରେ ପ୍ରତି କିଲୋଗ୍ରାମ୍‌ ପିଛା ୧୪,୦୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି। ଫଳରେ ଏହାର ଦାମ ପ୍ରତି କିଲୋଗ୍ରାମ୍‌ ପିଛା ୨,୩୧,୩୮୧ ଟଙ୍କାର ଐତିହାସିକ ସ୍ତରରେ ପହଞ୍ଚିଛି।ବିଶ୍ୱସ୍ତରରେ ସ୍ପଟ୍ ଗୋଲ୍ଡର ଦାମ ୪୨୫୦ରୁ ୪୩୫୦ ଡଲାର ପ୍ରତି ଆଉନ୍ସରୁ, ମଧ୍ୟ ଉପରକୁ ଚାଲିଯାଇଛି। ଏହାର ସିଧାସଳଖ ପ୍ରଭାବ ଭାରତର ଘରୋଇ ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍‌ ଉପରେ, ପଡ଼ୁଛି।ଏହି ବମ୍ପର ବୃଦ୍ଧି ପାଇଁ, ଆମେରିକାର ଫେଡେରାଲ୍ ରିଜର୍ଭର ନୀତି, ମଧ୍ୟ ଦାୟୀ। ଆମେରିକାର ରୋଜଗାର ଏବଂ ମୁଦ୍ରାସ୍ଫୀତିର ତଥ୍ୟକୁ ଦେଖି ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍‌ ୟୁଏସ୍‌ ଫେଡେରାଲ୍ ରିଜର୍ଭ ପକ୍ଷରୁ, ଆଗାମୀ ଦିନରେ ସୁଧହାର କମିବାର ସମ୍ଭାବନା ବଢ଼ିଛି…. ସ୍ପଟ୍ ଗୋଲ୍ଡର ବଢ଼ୁଥିବା ଦର ମଧ୍ୟ ଏହି ବୃଦ୍ଧି ପାଇଁ ଦାୟୀ। ବିଶ୍ୱସ୍ତରରେ ସ୍ପଟ୍ ଗୋଲ୍ଡର ଦାମ ୪୨୫୦ରୁ ୪୩୫୦ ଡଲାର,ପ୍ରତି ଆଉନ୍ସରୁ ମଧ୍ୟ, ଉପରକୁ ଚାଲିଯାଇଛି। ଏହାର ସିଧାସଳଖ ପ୍ରଭାବ ଭାରତର ଘରୋଇ ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍‌ ଉପରେ ପଡ଼ୁଛି।

Related Articles

Back to top button