ଓଡ଼ିଶାଦୁର୍ଘଟଣା

ସୁତା ଓ ତୁଳା କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।

ଭୁବନେଶ୍ୱର , ଆଜି ଭୁବନେଶ୍ୱର ପାତ୍ରପଡାରେ ସୁତା ଓ ତୁଳା କମ୍ପାନୀରେ, ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।

ତମାଣ୍ଡୋ ଏଫଏସର ଦୁଇଟି ଦଳ, ଷ୍ଟ୍ରାଇକିଂ ଫାୟାର ଫୋର୍ସର ଗୋଟିଏ ଦଳ, କେନ୍ଦ୍ରୀୟ ରେଞ୍ଜ, ଭୁବନେଶ୍ୱର ଏବଂ ଜଟଣୀ ଏଫଏସର ଗୋଟିଏ ଦଳ, ଅଗ୍ନି ନିର୍ବାପନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।ଖବର ପାଇବା ପରେ, ତମାଣ୍ଡୋ ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ, ପଠାଯାଇଥିଲା।

ଏହାସହ ଜଟଣୀ ଅଗ୍ନିଶମ କର୍ମଚାରୀ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ, ନିୟୋଜିତ ହୋଇଥିଲେ।

ଏହାସହ ରୋବୋଟିକ୍ ମନିଟର ମଧ୍ୟ ଅଗ୍ନି ନିର୍ବାପନ କାର୍ଯ୍ୟରେ, ନିୟୋଜିତ ହୋଇଥିଲେ।

Related Articles

Back to top button