Uncategorized

ବିଜେପି ଛାଡ଼ିଲେ ଚାମେଲି ଓଝା – Bastabbadi

ଭୁବନେଶ୍ୱର: ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ତିଖିରିର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା। ରାଜଧାନୀର ଲୋୟର ପିଏମଜିଠାରେ ଚାଲିଥିବା ଧାରଣାସ୍ଥଳରୁ ସେ ଏହି ଘୋଷଣା କରିଛନ୍ତି। ଦଳ ତାଙ୍କ ପ୍ରତି ଅନ୍ୟାୟ କରିଥିବା ସେ ଅଭିଯୋଗ କରିଛନ୍ତି। ତୃଣମୂଳ ସ୍ତରରେ ଦଳ ପାଇଁ କାର୍ଯ୍ୟ କରିଥିଲେ ମଧ୍ୟ ବିପଦ ବେଳେ କୌଣସି ବରିଷ୍ଠ ନେତା ତାଙ୍କ ସହ ଠିଆ ହୋଇନଥିବା ସେ କହିଛନ୍ତି। ଏପରିକି ମହିଳାଙ୍କୁ ସମ୍ମାନ ଦେଉନଥିବା ଦଳରେ ରହିବାର କୌଣସି ମାନେ ନାହିଁ ବୋଲି ଚାମେଲି ପ୍ରତିକ୍ରିୟା ରଖିଛନ୍ତି।

Related Articles

Back to top button