
ଭୁବନେଶ୍ୱର, ଫାଟିଲା ଗ୍ୟାସ ସିଲିଣ୍ଡର।
ବିସ୍ଫୋରଣରେ ଉଡିଲା, ଘରର ଛାତ ଓ ବିଭିନ୍ନ ସାମଗ୍ରୀ।
ଅଳ୍ପକେ ବର୍ତ୍ତିଗଲେ ଘରେ ଥିବା ଲୋକେ।ନିଆଁକୁ ଆୟତଃ କରିବା ସହ, ବିପଦକୁ ଏଡାଇ ଦିଆଯାଇଛି।
ଗତକାଲି ରାତିରେ ଘଟିଛି, ଏଭଳି ଅଘଟଣ।
ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ, ଭୟର ବାତାବରଣ ଦେଖା ଦେଇଛି।
ଖବର ପାଇ ଘଟଣାସ୍ଥଳରେ ପହଞ୍ଚଛି ଅଗ୍ନିଶମ ବାହିନୀ….
ଭୁବନେଶ୍ୱର ପାତ୍ରପଡାରେ ଏହି ଘଟଣା ଘଟିଛି।




