Uncategorized

ଟ୍ରମ୍ପଙ୍କୁ ହତ୍ୟା ପାଇଁ ୧୦ ମିଲିୟନ ଡଲାରର ପୁରସ୍କାର ଘୋଷଣା କଲା ଇରାକୀ ଆତଙ୍କବାଦୀ ସଂଗଠନ

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଇରାନ ସମର୍ଥିତ ଇରାକୀ ମିଲିସିଆ ଗୋଷ୍ଠୀ ‘ଇସଲାମିକ୍ ରେସିଷ୍ଟେନ୍ସ ଇନ୍ ଇରାକ’ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହତ୍ୟା ପାଇଁ ପୁରସ୍କାର ଘୋଷଣା କରିଛି। ଏହି ସଂଗଠନ ପକ୍ଷରୁ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ୧୦ ମିଲିୟନ ଡଲାର (ପ୍ରାୟ ୮୫ କୋଟି ଟଙ୍କା) ର ଆର୍ଥିକ ପୁରସ୍କାର ରାଶି ଘୋଷଣା କରାଯାଇଛି। 

Related Articles

Back to top button