ଓଡ଼ିଶାଦୁର୍ଘଟଣା

ଭୁବନେଶ୍ୱର ହାଇଟେକ୍ ଛକରେ ଭୟଙ୍କର ଦୁର୍ଘଟଣା।

ଭୁବନେଶ୍ୱର ,କାରକୁ ଟାଣିନେଲା ହାଇୱା। ପାଖାପାଖି ୫୦୦ ମିଟର ଯାଏଁ କାରକୁ  ଘୋଷାଡି ନେଲା ହାଇୱା।

ହାଇୱା ଓ କାର ଉଭୟ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ବେଳେ, ଘଟିଛି ଏଭଳି ଦୁର୍ଘଟଣା।

ପୋଲିସ ଘଟଣାର ତଦନ୍ତ ଚଳାଇଛି। ହାଇୱାଟି ସମ୍ବଲପୁର ଯାଉଥିବା, ସୂଚନା ମିଳିଛି।

ଆଲକହଲିକ୍ ଟେଷ୍ଟ ପରେ ହାଇୱା ଡ୍ରାଇଭର, ମଦ୍ୟପାନ କରିନଥିବା ଜଣାପଡ଼ିଛି।

ତେବେ ପ୍ରଥମେ କାର ସହ ଦୁର୍ଘଟଣା ଘଟିବା ପରେ, ଡ୍ରାଇଭର ଭୟରେ ଗାଡ଼ିକୁ, ଏଭଳି ଚଳାଉଥିବା ପୋଲିସ କହୁଛି।

Related Articles

Back to top button