Uncategorized

ଓଇଆରସି ପଦବୀରୁ ଇସ୍ତଫା ଦେଲେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

ଭୁବନେଶ୍ବର: ଓଇଆରସି (OERC) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ ଜେନା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC)ର ଅଧ୍ୟକ୍ଷ ପଦରୁ ଅବସରପ୍ରାପ୍ତ ଆଇଏଏସ (IAS) ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଜେନା ଇସ୍ତଫା ଦେଇଛନ୍ତି। 1989 ବ୍ୟାଚର ଏହି ଆଇଏଏସ ଅଧିକାରୀ ମୁଖ୍ୟ ଶାସନ ସଚିବ ପଦବୀରୁ ଅବସର ନେବା ପରେ ସେ ଓଇଆରସି ର ଅଧ୍ୟକ୍ଷ ଭାବେ ଗତବର୍ଷ ଯୋଗ ଦେଇଥିଲେ। ସୂଚନା ଅନୁଯାୟୀ, ଶ୍ରୀ ଜେନା ସମ୍ପୂର୍ଣ୍ଣ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦବୀରୁ ଇସ୍ତଫା ଦେଇଥିଲେ, ଯାହାକୁ ଆଜି ସରକାରୀ ଭାବେ ଗ୍ରହଣ କରିନିଆଯାଇଛି।

Related Articles

Back to top button