ଅନ୍ତର୍ଜାତୀୟଅନ୍ୟାନ୍ୟ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ତୈଳ ଦରରେ ବୃଦ୍ଧି

ଭୁବନେଶ୍ୱର ,ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ଦରରେ ବୃଦ୍ଧି ହେଉଛି ଏବଂ ତୈଳ କମ୍ପାନୀ କ୍ଷତି ସହୁଥିବା କହୁଛନ୍ତି। ଏପରିକି ଆଗକୁ ବି ଦର ବୃଦ୍ଧି, ଟ୍ରେଣ୍ଡ ଜାରି ରହିପାରେ। ଗତ ୧୦ ଦିନ ମଧ୍ୟରେ ତିନିଥର ବଢିଲାଣି ଦର। ତୈଳ କଂପାନୀଙ୍କ କହିବା ଅନୁସାରେ ,ବର୍ତ୍ତମାନ ସେମାନଙ୍କୁ ପେଟ୍ରୋଲ ଲିଟର ପିଛା ୩୦ ଟଙ୍କା ଆଉ ଡିଜେଲରେ ପ୍ରାୟ ୮୦ ଟଙ୍କା ପ୍ରତି ଲିଟର କ୍ଷତି ସହିବାକୁ ପଡୁଛି।  ଖାଉଟି ହଇରାଣ ହେଉଥିବାରୁ ଭାର ହାଲକା କରିବାକୁ, ସରକାର ତେଲ ଉପରେ VAT ହ୍ରାସ କରିବାକୁ ଦାବି ହେଉଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରି ଖାଉଟିଙ୍କ ବୋଝ ହାଲକା କରିବାକୁ ଦାବି ଉଠିଛି। ପେଟ୍ରୋଲ ଉପରେ ୨୮ ପ୍ରତିଶତ ଏବଂ ଡିଜେଲ ଉପରେ ୨୪ ପ୍ରତିଶତ ଭାଟ୍ ଲଗାଇଛନ୍ତି, ରାଜ୍ୟ ସରକାର।

Related Articles

Back to top button