ଦୁର୍ଘଟଣାସ୍ୱାସ୍ଥ୍ୟ

ସାଲୁଙ୍କି ନଦୀ ଉପରେ ବ୍ରିଜରେ ଘଟିଛି ଦୁର୍ଘଟଣା।

 ଭୁବନେଶ୍ୱର,କନ୍ଧମାଳ ଟିକାବାଲି ଥାନା ସାଲୁଙ୍କି ନଦୀ ଉପରେ ଥିବା ଅଣଓସାରିଆ ବ୍ରିଜରେ, ଘଟିଛି  ଦୁର୍ଘଟଣା।

ରାଇକିଆରୁ ଟିକାବାଲି ଆସୁଥିବା ଘରୋଇ ଯାତ୍ରୀବାହୀ ବସ ସହିତ ଟିକାବାଲିରୁ, ବାଲିଗୁଡ଼ା ଯାଉଥିବା ଗୋଟିଏ କାର୍ ଧକ୍କା ହୋଇଛି।

ସେହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହୋଇଛି। ଘଟଣା ପରେ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ କରିବାକୁ ଲାଗିଛି।

କାର ଚାଳକ ସାମାନ୍ୟ ଆହତ ହେବା ସହିତ ତାଙ୍କ କାରର ପଛ ଭାଗ ବୁଲି ଯାଇ ବ୍ରିଜ୍ ଉପରେ ଝୁଲି ରହିଛି।

Related Articles

Back to top button