
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ପେଟ୍ରୋଲ, ଡିଜେଲ୍ ରାଜ୍ୟରେ ଅଭାବ ନାହିଁ । ଦେଶରେ ବି ସଫିସିଏଣ୍ଟ ଅଛି, କିଛି ଅସୁବିଧା ନାହିଁ । ପ୍ରଧାନମନ୍ତ୍ରୀ ଯେଉଁଟା କହିଲେ ତାହାକୁ ଭୁଲ୍ ଅର୍ଥରେ ନେବା ଉଚିତ୍ ନୁହେଁ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବାରୁ ପେଟ୍ରୋଲ ବ୍ୟବହାରରେ ଆମକୁ ନିୟନ୍ତ୍ରଣ ଆଣିବାକୁ ପଡ଼ିବ । ଆଗକୁ ପେଟ୍ରୋଲ ଅଭାବ ହୋଇପାରେ । ଦାମ୍ ମଧ୍ୟ ବଢ଼ି ବଢ଼ି ଚାଲିଛି । ତେଣୁ ଗରିବ ଲୋକଙ୍କ ଉପରେ ଏହାର ପ୍ରଭାବ ନପଡ଼ୁ ସେଥିପାଇଁ ଆମେ ଚାପ ବହନ କରୁଛୁ । ମଙ୍ଗଳବାର ଏପରି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।
ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଯୋଗାଣ ମନ୍ତ୍ରୀ ଆଉ କ’ଣ କହିଛନ୍ତି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖନ୍ତୁ –




