ଓଡ଼ିଶା

ଜନସାଧାରଣଙ୍କୁ ନିରବଚ୍ଛିନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କର: କେ.ଭି.

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ଲୋକସେବା ଭବନରେ ଚାରୋଟି ଡିସକମର ପରିଚାଳନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଓଡ଼ିଶାରେ ବିଦ୍ୟୁତ କ୍ଷେତ୍ରକୁ ସୁଦୃଢ଼ କରିବା ସହିତ ଜନସାଧାରଣଙ୍କୁ ନିରବଚ୍ଛିନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଉପରେ କେ.ଭି. ଗୁରୁତ୍ୱାରୋପ କରିଛନ୍ତି ।

Related Articles

Back to top button