
ଭୁବନେଶ୍ୱର,ଏବେ ସମସ୍ତଙ୍କ ନଜର ୯୦୦୦ ଆଇପିଏଲ ରନ୍ ଉପରେ।
ଆଇପିଏଲ ଇତିହାସରେ ପ୍ରଥମ ଖେଳାଳି ଭାବେ ୮୦୦ ଚୌକା ଏବଂ ତୃତୀୟ ଖେଳାଳି ଭାବେ ୩୦୦ ଛକାର ମାଇଲଖୁଣ୍ଟ ହାସଲ କରିଛନ୍ତି ବିରାଟ।
ରେକର୍ଡ ପରେ ରେକର୍ଡ ରଚୁଛନ୍ତି, କିଙ୍ଗ କୋହଲି।
I P Lରେ ରନମେସିନଙ୍କ ବ୍ୟାଟରୁ ହେଉଛି, ରନର ବର୍ଷା।
୭ଟି ମ୍ୟାଚରୁ ୩୨୮ରନ୍ ସହ ଅରେଞ୍ଜ କ୍ୟାପ ରେସରେ, ସବୁଠୁ ଆଗରେ ରହିଛନ୍ତି ବିରାଟ କୋହଲି।




