
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ରାଜ୍ୟସଭା ନିର୍ବାଚନ ପାଇଁ ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିଛି ବିଜେପି । ୨ ଜଣ ପ୍ରାର୍ଥୀଙ୍କ ନାମ ପଦ୍ମ ଦଳ ପକ୍ଷରୁ ଘୋଷଣା କରାଯାଇଛି । ସେମାନେ ହେଉଛନ୍ତି ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଏବଂ ସୁଜିତ କୁମାର । ସୁଜିତ ଏବେ ରାଜ୍ୟସଭା ସାଂସଦ ରହିଛନ୍ତି । ଏବେ ବିଜେପି ତାଙ୍କୁ ରିପିଟ୍ କରି ସମସ୍ତଙ୍କୁ ଚମକାଇ ଦେଇଛି । ପ୍ରାର୍ଥୀ ହେବା ପରେ କ’ଣ କହୁଛନ୍ତି ସୁଜିତ ଦେଖନ୍ତୁ –




