Breaking Newsପାଣିପାଗ

ବାତ୍ୟା ପରେ ବଦଳିଲା ପାଗର ମିଜାଜ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ବାତ୍ୟା ପରେ ବଦଳିଲା ପାଗର ମିଜାଜ। କେତେବେଳେ ଲଘୁଚାପ ପ୍ରଭାବରେ ଝିପିଝିପି ବର୍ଷା ତ ଆଉ କେତେବେଳେ ଖରା ଆଉ କେତେ ବେଳେ କୁହଡିର ଆସ୍ତରଣ। ଏମିତି ଆଜି ସକାଳୁ ଦେଖାଯାଉଛି ।ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହୋଇଛି।

ଆଜି ସକାଳୁ ସକାଳୁ ପ୍ରବଳ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଗତକାଲି ସକାଳ ସମୟରେ ଝିପ୍ ଝିପ୍ ବର୍ଷା ସାଙ୍ଗକୁ ବର୍ଷା ମେଘ ପବନ ସାଙ୍ଗକୁ ବିଜୁଳି ଦେଖିବାକୁ ମିଳିଥିଲା। ଅପରାହ୍ନରେ ଖରା ସାଙ୍ଗକୁ ଆଜି ସକାଳୁ ଘନକୁହୁଡ ରହିଛି। କୁହୁଡ଼ି ପ୍ରଭାବରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Related Articles

Back to top button