
ଭୁବନେଶ୍ୱର ,ପୁରୀରେ ଶରଧାବାଲି, ବହ୍ଲବ ମଠ, ବଳଗଣ୍ଡି ହାଇସ୍କୁଲ, ପୋଲିସ କ୍ୟାଣ୍ଟିନ୍, ହୋଟେଲ ନାୟକ ପ୍ଲାଜା, ଭୋଳାନାଥ ବିଦ୍ୟାପୀଠ, ଆଦି ସ୍ଥାନରେ ପିଣି ଭରିଯାଇଛି।
ସହର ସାରା ବିଭିନ୍ନ ସ୍ଥାନରେ ଅନେକ ଉଚ୍ଚ-କ୍ଷମତା ସମ୍ପନ୍ନ ପମ୍ପ ସେଟ୍ ଲଗାଯାଇ, ପାଣି ନିଷ୍କାସିତ କରାଯାଉଛି।
ପୁରୀ ମ୍ୟୁନିସିପାଲଟି କର୍ପୋରେସନର ସହଯୋଗରେ, ଏହା କାର୍ଯ୍ୟ କରାଯାଉଛି।
ଡ୍ରେନେଜ୍ ସିଷ୍ଟମରେ ଜମା ହୋଇଥିବା ବର୍ଷା ଜଳକୁ ପମ୍ପ ସେଟ୍ ସହାୟତାରେ, ଜଳ ନିଷ୍କାସିତ କରାଯାଇଛି।
ଓଡ଼ିଶା ଅଗ୍ନିଶମ ଟିମ୍ ଏବଂ ଜରୁରୀକାଳୀନ ସେବା, ନିୟୋଜିତ ଅଛନ୍ତି।




