ଓଡ଼ିଶାପାଣିପାଗ

୭ ଜିଲ୍ଲାକୁ ଅରେଞ୍ଜ, ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଭୁବନେଶ୍ୱର ,ଆସନ୍ତା ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।

ଆଜି ପ୍ରବଳ ବର୍ଷା ପବନ ଓ ବଜ୍ରପାତ ନେଇ,୭ ଜିଲ୍ଲାକୁ ଅରେଞ୍ଜ, ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଗଜପତି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ,କୋରାପୁଟ, ରାୟଗଡା, ଜିଲ୍ଲାରେ, ପ୍ରବଳ ବର୍ଷା ବିଜୁଳି ଘଡଘଡି ସହ ୪୦ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଛି।

ଏହି ଜିଲ୍ଲା ଗୁଡିକୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ, ସତର୍କ ରହିବାକୁ କୁହାଯାଇଛି।

ଟ୍ବିନ ସିଟିରେ ବିଜୁଳି ଘଡଘଡି ସହ ବର୍ଷା ପବନ, ଲାଗି ରହିଛି।

ପ୍ରବଳ ବାର୍ଷା ଯୋଗୁଁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ,ପାଣି ଜମି ଥିବାର ଦେଖିବାକୁ ମିଳିଛି।

Related Articles

Back to top button