Uncategorized
-
ବଙ୍ଗଳା ନିର୍ବାଚନ ଉପରେ ECIଙ୍କ କଡ଼ା ପଦକ୍ଷେପ: ପ୍ରଥମ ଥର ପାଇଁ ଆକାଶ ମାର୍ଗରୁ ସର୍ଭେ
ନୂଆଦିଲ୍ଲୀ: ନିର୍ବାଚନ କମିଶନ (ECI) ପଶ୍ଚିମବଙ୍ଗ ନିର୍ବାଚନ ପାଇଁ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିର୍ବାଚନ କମିଶନ ସୂତ୍ର ଅନୁଯାୟୀ, ସମସ୍ତ ବୁଥରେ ପ୍ରିଜାଇଡିଂ ଅଧିକାରୀମାନେ ସମସ୍ତ…
Read More » -
ଦୁଇ ଦିନ ତଳେ ସରିଥିଲା ନିର୍ବନ୍ଧ, ବିଲରୁ ମିଳିଲା ଯୁବତୀଙ୍କ କ୍ଷତାକ୍ତ ମୃତଦେହ
ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିର୍ବନ୍ଧ ଶେଷ ହେବାର ମାତ୍ର ଦୁଇ ଦିନ ପରେ ଜଣେ ଯୁବତୀଙ୍କ କ୍ଷତାକ୍ତ ମୃତଦେହ ବିଲରୁ…
Read More » -
ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସଓପି
ଭୁବନେଶ୍ୱର: ଜନଗଣନା କର୍ମଚାରୀଙ୍କ ସୁରକ୍ଷା ଆସିବ ଏସଓପି । ଏନେଇ ରାଜସ୍ୱ ଓ ଜନଗଣନା ଅଧିକାରୀଙ୍କ ସହ ବୈଠକ ଡାକିଲେ ରାଜସ୍ୱ ମନ୍ତ୍ରୀ । ଘର ଘର…
Read More » -
ଏଣିକି ଭୁବନେଶ୍ଵରରୁ ଶିରିଡ଼ି, ତିରୁପତିକୁ ଉଡ଼ିବ ବିମାନ
ଭୁବନେଶ୍ୱର: ରାଜ୍ୟର ବିମାନ ଯୋଗାଯୋଗ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ପୁଣିଥରେ ନୂଆ ରୁଟ୍ରେ ବିମାନ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁଯାୟୀ,…
Read More » -
ଖରା ଛୁଟିରେ ବି ପାଠ ପଢ଼ିବେ ପିଲା: ହ୍ୱାଟସଆପରେ ‘ସମର ଲର୍ଣ୍ଣିଂ’ ପାଇଁ ଓସେପାର ନିଷ୍ପତ୍ତି
ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ସ୍କୁଲଗୁଡ଼ିକ ଛୁଟି ଥିବା ବେଳେ ପିଲାମାନଙ୍କୁ ଶିକ୍ଷା ସହ ଯୋଡ଼ି ରଖିବା ପାଇଁ ଅଭିନବ ପନ୍ଥା ଆପଣାଇଛି ଓଡ଼ିଶା ସ୍କୁଲ…
Read More » -
ଓଡ଼ିଶା ଓ ଛତିଶଗଡ଼କୁ ଟ୍ରିବୁନାଲଙ୍କ କଡ଼ା ନିର୍ଦ୍ଦେଶ: ମେ’ ୨ ସୁଦ୍ଧା ମହାନଦୀ ଜଳର ତଥ୍ୟ ଦିଅ
ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲାରେ ପୁଣି ଥରେ ତତ୍ପରତା ଦେଖାଇଛନ୍ତି ଟ୍ରିବୁନାଲ। ମୌସୁମୀ ଏବଂ ଅଣ-ମୌସୁମୀ ସମୟରେ ନଦୀରେ ପ୍ରକୃତରେ କେତେ ଜଳ ଉପଲବ୍ଧ ହେଉଛି,…
Read More » -
ଟ୍ରେନରୁ ୧୩ ନାବାଳକ ଉଦ୍ଧାର – Bastabbadi
ଭୁବନେଶ୍ବର: ରାଜ୍ୟରେ ଶିଶୁ ଚାଲାଣ ରୋକିବା ପାଇଁ ତତ୍ପରତା ପ୍ରକାଶ ପାଇଥିବା ବେଳେ ପୁଣି ଏକ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। ବିହାରରୁ ଯାଜପୁର…
Read More » -
ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ଭର୍ତ୍ତି ମାମଲା; ପ୍ରଧାନଶିକ୍ଷକ ନିଲମ୍ବିତ
ଭୁବନେଶ୍ବର: ଶିକ୍ଷାୟତନରେ ଶିକ୍ଷକଙ୍କ ଅମାନୁଷିକ କାଣ୍ଡ। ଛାତ୍ରଙ୍କୁ ଶୃଙ୍ଖଳିତ କରିବା ନାଁରେ ପ୍ୟାଣ୍ଟରେ ବିଛୁଆତି ପୁରାଇ ନିର୍ଯାତନା ଦେବା ମାମଲାରେ ଶେଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଭିଯୁକ୍ତ…
Read More » -
ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ: ବଦଳିଲେ ଖଣ୍ଡପଡ଼ା ଏସଡିପିଓ
ଭୁବନେଶ୍ବର: ଏକ ମାମଲାର ରଫାଦଫା ପାଇଁ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ ଏବଂ ‘ଫେଭର’ ମାଗିବା ଅଭିଯୋଗରେ ଖଣ୍ଡପଡ଼ା ଏସଡିପିଓ (SDPO) ମଦନମୋହନ ପ୍ରଧାନଙ୍କୁ ବଦଳି କରାଯାଇଛି। ଘଟଣାର…
Read More » -
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ମାଲକାନଗିରି ସମେତ ଏକାଧିକ ଜିଲ୍ଲାରେ ୪ ଦିନ ସ୍କୁଲ ଛୁଟି
ଭୁବନେଶ୍ବର: ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ମାଲକାନଗିରି ଜିଲ୍ଲାରେ ଆସନ୍ତା ୪ ଦିନ ପାଇଁ…
Read More »