ଜାତୀୟ
-
ରେଲୱେ ପାଇଁ ବିଜ୍ଞପ୍ତି: ବିନା ପରୀକ୍ଷାରେ ଭର୍ତ୍ତି ହେବା ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ
ନୂଆଦିଲ୍ଲୀ: ଭାରତୀୟ ପୂର୍ବତଟ ରେଲୱେରେ ଅପ୍ରେଣ୍ଟିସ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ରେଲୱେର ଅଫିସିଆଲ ୱେବସାଇଟ କ୍ସକ୍ସମଭଭମ.କ୍ଟକ୍ସଶ.ସଦ୍ଭ ମାଧ୍ୟମରେ ଆବେଦନ…
Read More » -
WhatsAppର ଦମ୍ଦାର ଫିଚର, ଗ୍ରୁପ୍ ଆଡମିନଙ୍କୁ ମିଳିବ ଏହି ସବୁ ସୁବିଧା
ନୂଆଦିଲ୍ଲୀ : ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଖୁସିର ଖବର । ଆଣ୍ଡ୍ରଏଡ, ଆପଲ, ଓ୍ୱିଣ୍ଡୋଜ୍ ଏବଂ ଓ୍ୱେବ ଉପଭୋକ୍ତାଙ୍କୁ ପାଇଁ ଅନେକ ଗୁଡିଏ ଫିଚର ସହ ଉପଲବ୍ଧ…
Read More » -
କରୋନା ସଂକ୍ରମିତ ହେଲେ ଅଭିନେତ୍ରୀ ଶ୍ରୁତି ହାସନ୍, ପୋଷ୍ଟ ସେୟାର କରି ଦେଲେ ସୂଚନା
ନୂଆଦିଲ୍ଳୀ : ବଲିଉଡ ଅଭିନେତ୍ରୀ ଶ୍ରୁତି ହାସନ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଇନଷ୍ଟାଗ୍ରମାରେ ଶ୍ରୁତି ନିଜେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ଶ୍ରୁତି ପୋଷ୍ଟ…
Read More » -
‘କଚ୍ଚା ବାଦାମ୍’, ‘ବଚପନ୍ କା ପ୍ୟାର’ ଠାରୁ ଆରମ୍ଭ କରି ‘ପାୱରୀ ଗର୍ଲ’ ପର୍ଯ୍ୟନ୍ତ, ଗୋଟିଏ ଝଟକାରେ ଏମାନେ ହୋଇଗଲେ ଭାଇରାଲ୍
ନୂଆଦିଲ୍ଲୀ: କେତେ ବେଳେ କାହାର ଭାଗ୍ୟ ବଦଳିଯିବ ତାହା କେହି କହିପାରିବେ ନାହିଁ । ଯେମିତିକି ସୋସିଆଲ୍ ମିଡିଆରେ ସମୟ ସମୟରେ ଭାଇରାଲ୍ ହେଉଥିବା ବ୍ୟକ୍ତି ମାନେ…
Read More » -
ଅସୁସ୍ଥ ହେଲେ ବିଗ୍ ବି ? ପୋଷ୍ଟ ସେୟାର କରି କହିଲେ- ମୋ’ ହାର୍ଟ ବିଟ୍ ବଢ଼ିଯାଇଛି.. ମୁଁ ଚିନ୍ତିତ ଅନୁଭବ କରୁଛି
ନୂଆଦିଲ୍ଳୀ : ବଲିଉଡ୍ର ବିଗ୍ ବି ତଥା ମେଗାଷ୍ଟାର ଅମିତାଭ ବଚ୍ଚନ ବୟସ ୮୦ ବର୍ଷରେ ପହଞ୍ଚିଛି । ସେହି ବୟସରେ ମଧ୍ୟ କଠିନ ପରିଶ୍ରମ କରୁଛନ୍ତି…
Read More » -
LPG ଦାମରେ ବଡ ପରିବର୍ତ୍ତନ: ଦେଶବ୍ୟାପୀ ଲାଗୁହେଲା ନୂଆ ଦର
ନୂଆଦିଲ୍ଲୀ : ଜାନୁଆରୀ ଆରମ୍ଭରୁ ସରକାରୀ ତୈଳ କମ୍ପାନୀ ଗ୍ୟାସ ସିଲିଣ୍ଡରର ଦାମ ୧୦୨.୫୦ କମାଇଥିଲେ । ଯେଉଁଥିପାଇଁ ଗ୍ୟାସ ସିଲିଣ୍ଡରର ଦର ହ୍ରାସ ପାଇଥିଲା ।…
Read More » -
SEBIର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ, ଦୌଡ଼ରେ ଅଛନ୍ତି ୫ ଜଣ ଦାବିଦାର
ନୂଆଦିଲ୍ଲୀ : ଭାରତୀୟ ପ୍ରତିଭୂତ ଓ ବିନିମୟ ବୋର୍ଡ (ସେବି)ର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ତାହାକୁ ନେଇ ଆରମ୍ଭ ହୋଇଯାଇଛି କସରତ । ଏହି ପଦବୀରେ…
Read More » -
ଆକ୍ସନରେ ରିଲାଏନ୍ସ, ଆଜି ବିଗବଜାରର ଅଧିକାଂଶ ଷ୍ଟୋର ବନ୍ଦ, କଣ କାଲି ଦେଖିବାକୁ ମିଳିବ ନୂତନ ରୂପ ?
ନୂଆଦିଲ୍ଲୀ() ଦେଶର ରବିବାର ବନ୍ଦ ରହିଛି ବିଗବଜାରର ଅଧିକାଂଶ ଷ୍ଟୋର। ସବୁଠୁ ବଡ ରିଟେଲର ଫ୍ୟୁଚର ରିଟେଲ୍ ଲିମିଟେଡ୍(Future Retail Ltd) ନିଜର ଅଧିକାଂଶ ଅନଲାଇନ୍ ଏବଂ…
Read More » -
ଦେଶରେ ବଢୁଥିବା ମେଦବହୁଳତାକୁ ନେଇ ଚିନ୍ତାରେ ନୀତି ଆୟୋଗ, ଚିନି-ଲୁଣ ଉପରେ ଟିକସ ବଢ଼ାଇବାକୁ ଯୋଜନା
ନୂଆଦିଲ୍ଲୀ() ଭାରତୀୟଙ୍କ ମଧ୍ୟରେ ଦିନକୁ ଦିନ ବଢୁଥିବା ମେଦବହୁଳତାକୁ ନେଇ ନୀତି ଆୟୋଗ ଚିନ୍ତା ପ୍ରକଟ କରିଛି | ତେଣୁ ଚିନି ଓ ଲୁଣ ଅଧିକ ଥିବା…
Read More » -
ରୁଷ ବିରୋଧରେ ଗରିଲା ଲଢେଇ ପାଇଁ ୟୁକ୍ରେନର ପ୍ରସ୍ତୁତି, ହତିଆର ଉଠାଇଲେ ସାଧାରଣ ଜନତା
କିଭ() ୟୁକ୍ରେନକୁ ଦଖଲ କରିବାକୁ ଆକ୍ରମଣ ଜାରି ରଖିଛି ରୁଷ। ଅନ୍ୟପଟେ ୟୁକ୍ରେନ ଜନତା ରୁଷ ସେନା ବିରୋଧରେ ଉଠାଇଲେଣି ହତିଆର। ଯଦି ତାଙ୍କ ସହର ରୁଷ…
Read More »