ଜାତୀୟ
-
ପରଦାକୁ ପୁଣି ଫେରୁଛନ୍ତି ପାଣ୍ପରଦାକୁ ପୁଣି ଫେରୁଛନ୍ତି ପାଣ୍ଡେ ଜୀ, ଖୁବଶୀଘ୍ର ଆରମ୍ଭ ହେବ ‘ଦବଙ୍ଗ-୪’ର ସୁଟିଂଡେ ଜୀ, ଖୁବଶୀଘ୍ର ଆରମ୍ଭ ହେବ ‘ଦବଙ୍ଗ-୪’ର ସୁଟିଂ
ମୁମ୍ବାଇ: ବଲିଉଡ୍ର ଭାଇଜାନ୍ ତଥା ସୁପରଷ୍ଟାର୍ ସଲମାନ୍ ଖାନ୍ଙ୍କ ଆଗାମୀ ସିନେମା ଗୁଡ଼ିକର ଲମ୍ବା ଲାଇନ୍ରେ ରହିଛି । ସେହି ଲିଷ୍ଟ୍ରେ ସାମିଲ୍ ଅଛି ଟାଇଗର୍ ୩,…
Read More » -
ପ୍ୟାରିସ୍ରେ ସବାଙ୍କର ଏପରି ଫଟୋ ଉଠାଇଲେ ହ୍ରିତିକ୍, ୟୁଜର୍ସ କହିଲେ-ନ୍ୟାଚୁରାଲ୍ ବ୍ୟୁଟି
ମୁମ୍ବାଇ: ହ୍ରିତିକ ରୋଶନ ତାଙ୍କ ବୃତ୍ତିଗତ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ଥାଆନ୍ତି। କହିବାକୁ ଗଲେ ସେ ପ୍ରାୟତଃ ଖୋଲାଖୋଲି ଭାବରେ କଥାବାର୍ତ୍ତା…
Read More » -
ମୋହିତ୍ଙ୍କୁ ଟକ୍କର ଦେବେ ନୂଆ ମହାଦେବ ! ଶିବ ରୂପରେ ଏଣ୍ଟ୍ରି କରିବେ ଦୀନେଶ୍ ମେହେତା
ମୁମ୍ବାଇ: ବର୍ତ୍ତମାନ ଟିଭି ଶୋ ‘ୟଶୋମତି ମାୟା କେ ନନ୍ଦଲାଲା’ରେ ଏକ ସୁନ୍ଦର ଟ୍ବିଷ୍ଟ ଆସିବାକୁ ଯାଉଛି। ଏହି ଶୋରେ ଯଶୋଦା (ନେହା ସରଗମ) ଏବଂ କାହ୍ନେଇୟା…
Read More » -
କାଳ ହେଲା ୨୬ ବର୍ଷ ତଳର ଗଣ୍ଡଗୋଳ, ୨ ବର୍ଷ ଜେଲ ଯିବେ କଂଗ୍ରେସ ନେତା ରାଜ ବାବର
ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା କଂଗ୍ରେସ ନେତା ରାଜ ବବରଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ । ରାୟ ଶୁଣାଇଛନ୍ତି ଲକ୍ଷ୍ନୌ ଏମପି-ଏମଏଲଏ ଅଦାଲତ । ୧୯୯୬…
Read More » -
ବିଜେପିରୁ ୨୫ ବିଧାୟକ, ସିନ୍ଦେଙ୍କ ୧୩ ବିଧାୟକ ହେବେ ମନ୍ତ୍ରୀ, ଚାଲିଛି ମହାରାଷ୍ଟ୍ର କ୍ୟାବିନେଟ୍କୁ ସହମତିର ପ୍ରସ୍ତୁତି
ମୁମ୍ୱାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାବିନେଟ୍ରେ ୪୫ ମନ୍ତ୍ରୀଙ୍କୁ ଦାୟିତ୍ୱ ମିଳିବା ନେଇ ସମ୍ଭାବନା ରହିଛି । ଯେଉଁଥିରେ ଅଧିକାଂଶ ମନ୍ତ୍ରୀ ବିଜେପିର ରହିବେ ।…
Read More » -
ଟିଏମସି ନେତାଙ୍କ ସମେତ ୩ ଜଣଙ୍କୁ ଗୁଳି କରି ହତ୍ୟା
ଟିଏମସି ନେତାଙ୍କୁ ହତ୍ୟା । ପଶ୍ଚିମବଙ୍ଗରେ ଗୁରୁବାର ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାରେ ଟିଏମସି ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଏହି ଜଘନ୍ୟ ହତ୍ୟାକାଣ୍ଡରେ ଶାସକ…
Read More » -
ଟେକ୍ନୋଲଜି ଚୋରି କରିବାକୁ ଚୀନ କରୁଛି ଷଡଯନ୍ତ୍ର ! ବିଶ୍ୱର ଶିଳ୍ପପତିଙ୍କୁ ସତର୍କ କରାଇଲେ ଆମେରିକା ଏବଂ ବ୍ରିଟେନର ଗୁଇନ୍ଦା ମୁଖ୍ୟ
ନୂଆଦିଲ୍ଲୀ: ଚୀନର ଚାଲବାଜିକୁ ନେଇ ପୁଣି ଥରେ ସତର୍କ କରାଇଛନ୍ତି ଆମେରିକା ଏବଂ ବ୍ରିଟେନର ଗୁଇନ୍ଦା ମୁଖ୍ୟ । ଆମେରିକାର ଗୁଇନ୍ଦା ସଂସ୍ଥା ଏଫବିଆଇର ମୁଖ୍ୟ ଏବଂ…
Read More » -
ବୋରିସ୍ ଜନସନଙ୍କ ପରେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ? ଦୌଡରେ ସବୁଠୁ ଆଗରେ ଏହି ଭାରତୀୟ ବଂଶୋଦ୍ଭବ
ନୂଆଦିଲ୍ଲୀ: ବୋରିସ୍ ଜନସନ ନିଜ ପଦରୁ ହଟିବା ପରେ କିଏ ହେବ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ? ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ପ୍ରଧାନମନ୍ତ୍ରୀ…
Read More » -
କାଳୀ ବିବାଦରେ ମହୁଆଙ୍କୁ ମମତାଙ୍କ ଉପଦେଶ
କାଳୀଙ୍କ ଉପରେ ବୟାନ ଦେଇ ଅଡୁଆରେ ପଡିଥିବା ଟିଏମସି ସାଂସଦ ମହୁଆ ମୈତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପଦେଶ ଆଳରେ ଅନେକ କିଛି କହିଛନ୍ତି । ଲାଗି…
Read More » -
‘ବକ୍ରିଦ୍’ରେ ଗୋରୁ ହତ୍ୟା କଲେ କଠୋର କାର୍ଯ୍ୟାନୁଷ୍ଠାନ
ସମଗ୍ର ରାଜ୍ୟରେ ଗୋ-ହତ୍ୟା ନିଷେଧ କରାଯାଇଥିବାରୁ ‘ବକ୍ରିଦ୍’ ପର୍ବରେ ଗୋରୁ ହତ୍ୟା ନ କରିବା ଲାଗି କର୍ଣ୍ଣାଟକ ପ୍ରାଣୀ ପାଳନ ମନ୍ତ୍ରୀ ପ୍ରଭୁ ବି. ଚୱନ ଜନସାଧାରଣଙ୍କୁ…
Read More »