ଅନ୍ତର୍ଜାତୀୟ
-
ୟୁକ୍ରେନର ଥିଏଟର ଉପରେ ରୁଷର ମିସାଇଲ୍ ମାଡ, ୩୦୦ ଲୋକଙ୍କ ମୃତ୍ୟୁ ଆଶଙ୍କା
ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। ତଥାପି କିଭ୍ ଏବଂ ଖାରକିଭ୍ ପରି ବଡ ସହର ରୁଷ ସେନାର ଅକ୍ତିକାରକୁ ଆସି ପାରି ନାହିଁ।…
Read More » -
ୱାଙ୍ଗ ୟିଙ୍କ ସହ ୩ ଘଣ୍ଟା କାଳ ଆଲୋଚନା କଲେ ଏସ୍.ଜୟଶଙ୍କର, ଏଲଏସି, କାଶ୍ମୀର ଓ ୟୁକ୍ରେନକୁ ନେଇ ହେଲା କଥାବାର୍ତ୍ତା
ନୂଆଦିଲ୍ଲୀ : ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ନୂଆଦିଲ୍ଲୀରେ ଶୁକ୍ରବାର ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ଆଲୋଚନା କରିଛନ୍ତି। ଦୀର୍ଘ ୩ ଘଣ୍ଟା କାଳ ଚାଲିଥିବା ଆଲୋଚନାରେ…
Read More » -
ପାକିସ୍ତାନ କଥାରେ କାଶ୍ମୀର ବାବଦରେ ମିଛ କହିଲେ ମୁସଲିମ ଦେଶ, ଚେତାବନୀ ଦେଲା ଭାରତ
ନୂଆଦିଲ୍ଲୀ : ପାକିସ୍ତାନରେ ଆୟୋଜିତ ଇସଲାମିକ ସହଯୋଗୀ ସଙ୍ଗଠନ ବା ଓଆଇସିର ବୈଠକରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠିଛି । ବୈଠକରେ କାଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ପ୍ରସଙ୍ଗ ସ୍ଥାନ…
Read More » -
ଇମ୍ରାନଙ୍କ ଗାଦି ଟଳମଳ: ସରକାରରେ ରହିବାକୁ ପ୍ରାଣପଣେ ଉଦ୍ୟମ କରୁଛନ୍ତି ଇମ୍ରାନ
ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଅଗ୍ନି ପରୀକ୍ଷା । ନିଜ ଦଳ ପାକିସ୍ତାନ ତେହରିକ-ଇ-ଇନସାଫର ୩୦ ସାଂସଦ ଇମ୍ରାନଙ୍କ ବିରୋଧରେ ଅଟଳ ଥିବା ସତ୍ତ୍ୱେ ଇମ୍ରାନ…
Read More » -
ୟୁକ୍ରେନ ସଙ୍କଟ : ପୁଟିନଙ୍କ ଆଣବିକ ଅସ୍ତ୍ରକୁ ସହଜରେ ନଷ୍ଟ କରିପାରିବ ଆମେରିକାର ‘ଟାଇଗର’, ବିପଦଜନକ ଅବସ୍ଥାରେ କରୁଛନ୍ତି କାମ
ଓ୍ୱାଶିଂଟନ : ଋଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏହାରି ଭିତରେ ୨୯ ଦିନରେ ପହଞ୍ଚିଛି ଯୁଦ୍ଧ । ୟୁକ୍ରେନ ଅସ୍ତ୍ର ତ୍ୟାଗ…
Read More » -
ଶ୍ରୀହୀନ ହେଲା ଶ୍ରୀଲଙ୍କା; ଭୋକ ବିକଳରେ ଦେଶ ଛାଡ଼ି ଭାରତମୁହାଁ ସିଂହଳୀ ନାଗରିକ
ଚେନ୍ନାଇ: ଦିନେ ଯାହାର ସୁନ୍ଦର ପର୍ଯ୍ୟଟନ ସ୍ଥଳ ସାରା ବିଶ୍ୱକୁ ଆକୃଷ୍ଟ କରୁଥିଲା, ସେହି ଶ୍ରୀଲଙ୍କା ଆଜି ଶ୍ରୀହୀନ ହୋଇଯାଇଛି। ମହଙ୍ଗା ବଜାରରେ ଭୋକ, ବିକଳରେ ତାଟିଆ କାମୁଡ଼ୁଛି।…
Read More » -
ବିଷ ଦେଇ ପାରନ୍ତି ଆଶଙ୍କା କରି ୧୦୦୦ ବ୍ୟକ୍ତିଗତ ସହାୟକ କର୍ମଚାରୀଙ୍କୁ ବଦଳି କରିଛନ୍ତି ପୁଟିନ୍ : ରିପୋର୍ଟ
ନୂଆଦିଲ୍ଲୀ : କାଳେ କିଏ ବିଷ ଦେଇ ଦେବ ବୋଲି ଆଶଙ୍କା କରି ଫେବ୍ରୁଆରି ମାସରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ତାଙ୍କର ସମସ୍ତ ବ୍ୟକ୍ତିଗତ କର୍ମଚାରୀଙ୍କୁ…
Read More » -
ତିନି ଦିନିଆ ଭାରତ ଗସ୍ତରେ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟ୍, ଜାଣନ୍ତୁ କ’ଣ ରହିଛି ଏହି ଗସ୍ତର ଗୁରୁତ୍ୱ
ନୂଆଦିଲ୍ଳୀ : ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେଫତାଲୀ ବେନେଟ ୩ ଦିନିଆ ଭାରତ ଗସ୍ତରେ ଆସିବେ। ଏପ୍ରିଲ ୩ରୁ ୫ ଯାଏ ସେ ଭାରତରେ ରହିବେ। ଏହି ଅବସରରେ ଦ୍ୱିପାକ୍ଷିକ…
Read More » -
ୟୁକ୍ରେନର ସାଂଘାତିକ ଅଭିଯୋଗ, ୨ ହଜାରରୁ ଅଧିକ ଶିଶୁଙ୍କୁ ଅପହରଣ କରିଛି ଋଷ
କିଭ୍() ଯୁଦ୍ଧ ଭିତରେ ଆସିଲା ଚାଞ୍ଚଲ୍ୟକର ଖବର । ୨ ହଜାରରୁ ଅଧିକ ଶିଶୁଙ୍କୁ ଅପହରଣ କରିଛି ଋଷ । ଋଷ ବିରୋଧରେ ଏମିତି ଗୁରୁତର ଅଭିଯୋଗ…
Read More » -
ନାଟୋ ଉପରେ ଖୁବ ବର୍ଷିଲେ ଜେଲେନ୍ସକି: ଆମକୁ ସହାୟତା ଦେଉନ, ତମେ ସବୁ ଭିରୁ ଓ କାପୁରୁଷ
କିଭ୍() ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି ଯେ ଏହି ଯୁଦ୍ଧକୁ ଶେଷ କରିବା ପାଇଁ ଯେକୌଣସି ସର୍ତ୍ତରେ ଏବଂ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥାବାର୍ତ୍ତା ଆବଶ୍ୟକ ।…
Read More »