Featuredଓଡ଼ିଶା

ହେଲାନି ଶୁଣାଣି, ପୁଣି ଜେଲ ଗଲେ ରାଜା ଚକ୍ର

ବାଲେଶ୍ୱର: ପିଛା ଛାଡ଼ୁନି ଜେଲ । ହେଲାନି ଶୁଣାଣି । ପୁଣି ଯିବାକୁ ପଡ଼ିଲା ଜେଲ । ଆର୍ଥିକ ଅନିୟମିତତା ମାମଲା‌ରେ ଗିରଫ ହୋଇ ବାଲେଶ୍ବର ଜିଲ୍ଲା କାରାଗାର ବିଚାର ବିଭାଗୀୟ ହାଜତରେ ଥିବା ଗନ୍ଧମାର୍ଦନ ଲୋଡିଂ ଆଣ୍ଡ ଟ୍ରାନ୍ସପୋର୍ଟିଂ ସମବାୟ ସମିତିର ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ରଙ୍କୁ ଗୁରୁବାର ପୁଣି ଓଡ଼ିଶା ଜମାକାରୀ ସ୍ବାର୍ଥରକ୍ଷା (ଓପିଆଇଡି) ଅଦାଲତରେ ହାଜର କରାଯାଇଥିଲା। ତେବେ ତାଙ୍କ ପକ୍ଷରୁ ଆବେଦନ ହୋଇଥିବା ଜାମିନର ଶୁଣାଣି ନହେବାରୁ ତାଙ୍କୁ ପୁଣି ଜେଲକୁ ଯିବାକୁ ପଡ଼ିଛି।

Related Articles

Back to top button