ମନୋରଞ୍ଜନ

ଅଧାରାତିରେ ଫଟୋ ଶେୟାର କରିବା ପରଠାରୁ ଚର୍ଚ୍ଚାରେ ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର

ଗୋଡରେ ଲାଗିଛି ଆଘାତ, ହାତରେ ବାସି ରୁଟି। ଅଧାରାତିରେ ଫଟୋ ଶେୟାର କରିବା ପରଠାରୁ ଚର୍ଚ୍ଚାରେ ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର। ତାଙ୍କୁ କ’ଣ ହୋଇଛି, ଏଭଳିକି କ’ଣ ପାଇଁ ସେ ଏଭଳି ଦୟନୀୟ ଅବସ୍ଥାରେ ନଜର ଆସୁଛନ୍ତି ତାହା ଜାଣିବାକୁ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି।

ବିଳମ୍ବିତ ରାତିରେ ଫଟୋଟିଏ ପୋଷ୍ଟ କରି ଧର୍ମେନ୍ଦ୍ର ଲେଖିଥିଲେ, ଅଧା ରାତି ହେଲାଣି , ନିଦ ଆସୁନି ହେଲେ ଭୋକ ଲାଗିଯାଉଛି। ବାସି ରୁଟି ସହ ଲହୁଣୀ ବେଶ ସୁଆଦିଆ ଲାଗୁଛି।

Related Articles

Back to top button