ଓଡ଼ିଶା

ଶିଳ୍ପ ବିକାଶର ଉନ୍ନତି । ପେଡ଼ି ଖୋଲିଦେଲେ ମୁଖ୍ୟମନ୍ତ୍ରୀ ।

ଶିଳ୍ପ ବିକାଶର ପେଡ଼ି ଖୋଲିଦେଲେ ମୁଖ୍ୟମନ୍ତ୍ରୀ । ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪୬ଟି ଶିଳ୍ପ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି | ତାଙ୍କ ପେଡ଼ିରୁ ବାହାରିଥିବା ତଥ୍ୟ ମୁତାବକ ମୋଟ ୩୯,୩୮୩ କୋଟି ଟଙ୍କାର ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ୪୨,୫୧୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଇସ୍ପାତ ଓ ଧାତୁ, ରସାୟନ, ଅକ୍ଷୟ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ବାୟୋଫ୍ୟୁଏଲ୍‌, ବୟନଶିଳ୍ପ, ଇଲେକ୍ଟ୍ରୋନିକ୍ସ, ଆଇଟି, ଲଜିଷ୍ଟିକ୍ସ, ପର୍ୟ୍ୟଟନ, ଭିତ୍ତିଭୂମି ଓ ସ୍ୱାସ୍ଥ୍ୟସେବା ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରର ଏହି ପ୍ରକଳ୍ପ ୧୪ଟି ଜିଲ୍ଲାରେ ଶିଳ୍ପ ବିକାଶ ଓ ନିଯୁକ୍ତି ସୃଷ୍ଟିକୁ ନୂଆ ଗତି ଦେବ।

Related Articles

Back to top button