
ଭୁବନେଶ୍ୱର, ଗୋଦାମରୁ ଅନେକ ପରିମାଣ ଖଜା ନଷ୍ଟ କରିଛି ଖାଦ୍ୟ ସୁରକ୍ଷା ଟିମ୍।
କାକୁଡିଖାଇ ଛକ ସ୍ଥତ କାଳିକାଦେବୀ ସାହିରେ, ଥିବା ଖଜା ଗୋଦାମରେ ଚଢାଉ କରାଯାଇଛି।
ବିଭିନ୍ନ ସ୍ଥାନରେ, ଚଢାଉ କରାଯାଇ ଖଜାର, ମାନ ଯାଞ୍ଚ କରାଯାଇଥିଲା।
ଅନେକ ସ୍ଥାନରେ, ଅସ୍ବାସ୍ଥିକର ପରିବେଶରେ ଖଜା ପ୍ରସ୍ତୁତ ହେଉଥିବା ନଜର ଆସିଥିଲା।
ଏହି ପରିପ୍ରେକ୍ଷିରେ, ଖାଦ୍ୟ ସୁରକ୍ଷା ନିରାପତ୍ତା ଟିମ୍, ଚଢାଉ ଜାରି ରଖିଛନ୍ତି।
ଖଜା ଗୋଦାମରେ ପୋଲିସ ଓ ଖାଦ୍ୟ ସୁରକ୍ଷା ନିରାପତ୍ତା ଟିମ୍ ପହଞ୍ଚି, ଚଢାଉ କରିଛନ୍ତି।



