
ଏବେ ମମତା ବାନାର୍ଜୀଙ୍କ ଶନିଦଶା ପଡ଼ିଛି । ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ୨୮ବର୍ଷ ସଂଘର୍ଷ କରି ଟିଏମସି ପ୍ରତିଷ୍ଠା କରିଥିଲେ । ହେଲେ ସେହି ସଂଘର୍ଷ ଏବେ ମାଟିରେ ମିଶିଯାଇଛି । ଚଳିତ ନିର୍ବାଚନରେ ଦଳ ହାରିବା ପରେ ମମତାଙ୍କୁ କେହି ଖାତିର କରୁନାହାନ୍ତି । ଦଳକୁ ଦୁଇ ଭା ଗ କରିଦେଲେ । କିଛି ସାଂସଦଙ୍କ ଛାଡ଼ି ଦେଲେ ସମସ୍ତେ ତାଙ୍କୁ ଛାଡ଼ି ନୂଆ ଦଳ ଗଠନ କଲେ । ଦଳର ନାଁ ଚିହ୍ନ ବଦଳିଗଲା । କିସ୍ତୁ ହାର ମାନିନାହାନ୍ତି ଦିଦି । ଏବେ ବି ସଂଘର୍ଷ ଜାରି ରଖିଛନ୍ତି । ତେବେ ଦେଖାଯାଉ ଆଗକୁ ଦିଦିଙ୍କ ରାଜଦେୀତିକ ଭବିଷ୍ୟତ କଣ ହେଉଛି ।




