ଓଡ଼ିଶାରାଜନୀତି

ବିଜେପିର ପରବର୍ତ୍ତୀ ରଣନୀତି ନେଇ ଆଲୋଚନା

ଭୁବନେଶ୍ୱର ,କଟକ ଇଣ୍ଡୋର ଷ୍ଟାଡିଅମରେ, ଆଜିଠୁ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ,ଅନୁଷ୍ଠିତ ହେଉଛି ।

ବୈଠକରେ ଯୋଗଦେବେ, ଓଡ଼ିଶା ବିଜେପି ପ୍ରଭାରୀ ସୁନୀଲ ବଂଶଲଙ୍କ ସମେତ, ୪୦୦ରୁ ଅଧିକ କାର୍ଯ୍ୟକର୍ତ୍ତା।

ଆଗାମୀ ଦିନରେ ରାଜ୍ୟରେ ବିଜେପିର ପରବର୍ତ୍ତୀ ରଣନୀତି ନେଇ, ବିସ୍ତୃତ ଭାବେ ଆଲୋଚନା ହେବ।

ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେଭି ସିଂଦେଓ, ସମସ୍ତ ମନ୍ତ୍ରୀ, ଦଳୀୟ ବିଧାୟକମାନେ ଉପସ୍ଥିତ ରହିବେ।

Related Articles

Back to top button