ଅନ୍ତର୍ଜାତୀୟସ୍ୱାସ୍ଥ୍ୟ

ରୁଷ ଓ ୟୁକ୍ରେନ ମଧ୍ୟରେ ଉତ୍ତେଜନା ତୀବ୍ର ହୋଇଛି।

ଭୁବନେଶ୍ୱର ,ରୁଷର ତାତାରସ୍ତାନ ଅଞ୍ଚଳର ନିଜ୍ନେକାମସ୍କ ସହରରେ, ଶିଳ୍ପ ଓ ନାଗରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ୟୁକ୍ରେନ୍ ପକ୍ଷରୁ, ବ୍ୟାପକ ଡ୍ରୋନ୍ ଆକ୍ରମଣ କରାଯାଇଥିବା ରୁଷ ପକ୍ଷରୁ କୁହାଯାଇଛି। ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆକ୍ରମଣରେ ତାତାରସ୍ତାନର ଏକ ପ୍ରମୁଖ ତୈଳ ବିଶୋଧନାଗାରକୁ, ମଧ୍ୟ ଟାର୍ଗେଟ୍ କରାଯାଇଛି। ଏହା ରୁଷର ଅତ୍ୟାଧୁନିକ ତୈଳ ବିଶୋଧନାଗାରଗୁଡ଼ିକ, ମଧ୍ୟରୁ ଅନ୍ୟତମ। ଆକ୍ରମଣ ପରେ ସେଠାରେ ଧୂଆଁ ଉଠୁଥିବାର ଦୃଶ୍ୟ ସୋସିଆଲ୍ ମିଡିଆରେ, ଭାଇରାଲ୍ ହୋଇଥିବା କିଛି ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓରେ ଲୋକମାନେ ଆତଙ୍କିତ ହୋଇ ଏଣେତେଣେ ଦୌଡ଼ୁଥିବାର ଦୃଶ୍ୟ ମଧ୍ୟ ରହିଛି।୦୨୪ରେ ଏହି ବିଶୋଧନାଗାର ପ୍ରାୟ ,୧ କୋଟି ୭୦ ଲକ୍ଷ ଟନ୍, ଅଶୋଧିତ ତୈଳ ପ୍ରକ୍ରିୟାକରଣ, କରିଥିଲା। ସେଥିରୁ ପ୍ରାୟ ୨୭ ଲକ୍ଷ ଟନ୍ ପେଟ୍ରୋଲ୍ ଓ ୮୫ ଲକ୍ଷ ଟନ୍ ଡିଜେଲ୍, ଉତ୍ପାଦନ ହୋଇଥିଲା।ଏବେ ପୁଣି ଏକ ପ୍ରମୁଖ ରିଫାଇନାରୀକୁ ଟାର୍ଗେଟ୍ କରାଯାଇଥିବାରୁ, ତାତାରସ୍ତାନ ଅଞ୍ଚଳରେ ଚିନ୍ତା ବଢ଼ିଛି। ଆକ୍ରମଣ ପରେ ବିଭିନ୍ନ ସ୍ଥାନରେ ଲୋକଙ୍କୁ, ସତର୍କ ରହିବାକୁ, ପ୍ରଶାସନ ପକ୍ଷରୁ, କୁହାଯାଇଛି।

Related Articles

Back to top button