
ଭୁବନେଶ୍ୱର,ଇଣ୍ଡିଆନ୍ ଆଇଡଲ ସିଜିନ୍ ୧୬ର ଟାଇଟଲ ଜିତିଲେ, ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ ।
ଏହି ସୋରେ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଓ ବିଶାଲ ଦଦାଲାନୀଙ୍କ ଭଳି, ପ୍ରତିଷ୍ଠାତା ସଙ୍ଗୀତଞ୍ଜ ବିଚାରପତି ଥିଲେ।
ଜ୍ୟୋତିର୍ମୟୀଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଶୁଭେଚ୍ଛା ଜଣାଇଛନ୍ତି।
ଏହି ସୋରେ ଜବଲପୁରର ତନିସ୍କ ଶୁକ୍ଲା, ରନର୍ସ ଅପ୍ ହୋଇଛନ୍ତି।
ତେବେ ଜ୍ୟୋତିର୍ମୟୀ ତାଙ୍କ କଣ୍ଠର ଯାଦୁରେ ପୁର ସୋରେ, ପ୍ରଭାବ ବିସ୍ତାର କରି ରଖିଥିଲେ।
ପୁରସ୍କାର ବାବଦରେ ୨୦ ଲକ୍ଷ ଟଙ୍କା ସାଙ୍ଗକୁ ଟ୍ରଫି ହାସଲ କରିଛନ୍ତି, ଜ୍ୟୋତିର୍ମୟୀ।




