ଅନ୍ୟାନ୍ୟସ୍ୱାସ୍ଥ୍ୟ

ଗଞ୍ଜାମ ଜିଲ୍ଲାରେ ଜଣେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର ,ଆନ୍ଧ୍ରପ୍ରଦେଶରେ ଜୁନ୍ ୨୬ ରୁ ଜୁଲାଇ ୧୬ ମଧ୍ୟରେ, ୧୨ ଜଣ କୋଭିଡ୍-୧୯ରେ ସଂକ୍ରମିତ ହୋଇଥିବା ବେଳେ ୪ ଜଣ ରୋଗୀ ସଂକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି।

ଆନ୍ଧ୍ରରେ କରୋନା ବ୍ୟାପିବା ପରେ ଓଡ଼ିଶାରେ ସଂକ୍ରମଣ ନେଇ, ଛନକା ପଶିଥିଲା।

ଗଞ୍ଜାମ ଜିଲ୍ଲାରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ, ସୂଚନା ମିଳିଛି।

MKCGରେ ଜଣେ ମହିଳା ରୋଗୀ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

MKCGରେ ସଂପୃକ୍ତ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି। କିଛି ଦିନ ହେଲା ସେ MKCGରେ ଚିକିତ୍ସିତ ହେଉଥିଲେ।

ତେବେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ,ସରକାରୀ ସ୍ତରରେ କୌଣସି ସୂଚନା ଦିଆଯାଇନି।

ଆନ୍ଧ୍ର ପରେ ଓଡ଼ିଶାରେ ପଶିଲା କରୋନା।

Related Articles

Back to top button