ଅନ୍ୟାନ୍ୟସ୍ୱାସ୍ଥ୍ୟ

ଖାଦ୍ୟରେ ସାମିଲ କରନ୍ତୁ ଏହି ୫ ଭିଟାମିନ୍-ସି ଥିବା ଖାଦ୍ୟ।

ଭୁବନେଶ୍ୱର ,ବର୍ଷା ଆସିଲେ  ଅନେକ ସ୍ୱାସ୍ଥ୍ୟ ସମସ୍ୟା, ଦେଖାଦିଏ ।  ଏହି ସମୟରେ ବାୟୁରେ ଆର୍ଦ୍ରତା ବଢ଼ିଯିବା କାରଣରୁ, ବ୍ୟାକ୍ଟେରିଆ ଓ ଭାଇରସ୍, ଦ୍ରୁତ ଗତିରେ ବଢ଼ିଥାନ୍ତି। ଫଳରେ ସର୍ଦ୍ଦି, କାଶ, ଜ୍ୱର, ଫ୍ଲୁ ଏବଂ ପେଟ ଜନିତ ସମସ୍ୟା ଭଳି ରୋଗ, ସାଧାରଣ ହୋଇଯାଏ। ଏଥିରୁ ବଞ୍ଚିବା ପାଇଁ ଲୋକମାନେ, ନାନାପ୍ରକାର ଉପାୟ ଆପଣାଇଥାନ୍ତି।ବର୍ଷା ଋତୁରେ ଭାଇରାଲ୍ ସଂକ୍ରମଣର, ଆଶଙ୍କା କମାଇବା ପାଇଁ, ନିଜ ଦୈନିକ ଖାଦ୍ୟ ତାଲିକାରେ, ଭିଟାମିନ୍-ସିରେ ଭରପୂର ଖାଦ୍ୟ, ସାମିଲ କରିବା ଅତ୍ୟନ୍ତ ଉପକାରୀ ହୋଇପାରେ। ଏଭଳି ପରିସ୍ଥିତିରେ ସୁସ୍ଥ ରହିବାର ସବୁଠାରୁ ଭଲ ଉପାୟ ହେଉଛି, ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବା। ଇମ୍ୟୁନିଟି ବଢ଼ାଇବା ପାଇଁ ଭିଟାମିନ୍-Cକୁ ସବୁଠାରୁ, ପ୍ରଭାବଶାଳୀ ପୋଷକତତ୍ତ୍ୱ ଭାବେ, ଗଣାଯାଏ।ପନିପରିବା ମଧ୍ୟରେ ସବୁଜ, ହଳଦିଆ ଏବଂ ଲାଲ କ୍ୟାପ୍ସିକମ୍ ଭିଟାମିନ୍-ସିର ଉତ୍ତମ ଉତ୍ସ ଅଟେ। ବିଶେଷ କରି ଲାଲ କ୍ୟାପ୍ସିକମ୍‌ରେ ଭିଟାମିନ୍-ସିର ପରିମାଣ, ଅଧିକ ରହିଥାଏ।ମୌସୁମୀରେ କେବଳ ଖାଦ୍ୟ ନୁହେଁ, ବରଂ ସ୍ୱଚ୍ଛତା, ପର୍ଯ୍ୟାପ୍ତ ନିଦ୍ରା ଏବଂ ନିୟମିତ ବ୍ୟାୟାମ ମଧ୍ୟ ଜରୁରୀ।

Related Articles

Back to top button