
ଭୁବନେଶ୍ୱର ,ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ବାଜି ମାରିଛି, ଓଡ଼ିଆ ଫିଲ୍ମ ଲହରୀ।
ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଘୋଷଣା ହୋଇଛି।
ଫିଲ୍ମ ‘ବ୍ରହ୍ମୟୁଗମ୍’ ପାଇଁ ମାମୁଟ୍ଟି, ଏବଂ ‘ଚନ୍ଦୁ ଚାମ୍ପିଅନ’ ପାଇଁ କାର୍ତ୍ତିକ ଆର୍ୟନ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ।
ମାମୁଟ୍ଟି ଓ କାର୍ତ୍ତିକ ଆର୍ୟନଙ୍କ ନାଁ ଶ୍ରେଷ୍ଠ ଅଭିନେତା ଭାବେ ଘୋଷଣା, କରାଯାଇଛି।
ଆର୍ଟିକିଲ୍-୩୭୦ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ଘୋଷିତ ହୋଇଥିବା ବେଳେ, ଏହି ଫିଲ୍ମ ପାଇଁ ୟାମି ଗୌତମ ହୋଇଛନ୍ତି ଶ୍ରେଷ୍ଠ ଅଭିନେତ୍ରୀ।
ଫିଲ୍ମ ‘କଲକି 2898 AD’ ଶ୍ରେଷ୍ଠ ମନୋରଞ୍ଜନ ଭିତ୍ତିକ ଫିଲ୍ମ ଏବଂ ରାଜ କୁମାର ରାଓଙ୍କ ଅଭିନୀତ, ଫିଲ୍ମ ଶ୍ରୀକାନ୍ତ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ଭାବେ, ଘୋଷଣା ହୋଇଛି।




