ଅନ୍ତର୍ଜାତୀୟକ୍ରୀଡ଼ା

ଇଂଲଣ୍ଡରେ ଦିନିକିଆରେ ସର୍ବାଧିକ ରନ କରିଛନ୍ତି ବିରାଟ କୋହଲି।

ଭୁବନେଶ୍ୱର ,ଇଂଲଣ୍ଡରେ କୋହଲିଙ୍କ ଦିନିକିଆ ରନ୍‌ ୨୭୦୭ରେ ପହଞ୍ଚିଛି। ଇଂଲଣ୍ଡରେ ୱେଷ୍ଟଇଣ୍ଡିଜ୍‌ର ଭିଭିଆନ ରିଚାର୍ଡସ ୬୫ଟି ଇନିଂସରୁ ସର୍ବାଧିକ ୩୪୦୨ ରନ କରିଛନ୍ତି।

ବିରାଟ କୋହଲି ଇଂଲଣ୍ଡରେ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି।

ବିରାଟ ଭାରତୀୟ ଭାବେ ଇଂଲଣ୍ଡରେ ଦିନିକିଆରେ ସର୍ବାଧିକ ରନ କରିଛନ୍ତି।

ଫଳବିରାଟ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କୁ ଅତିକ୍ରମ କରିଛନ୍ତି।

ଦ୍ରାବିଡ଼ ଇଂଲଣ୍ଡ ମାଟିରେ ୪୫ଟି ଦିନିକିଆରୁ ୨୬୪୫ ରନ୍‌ କରିଥିଲେ।

ବିରାଟ ଗୁରୁବାର ୨ୟ ଦିନିକିଆରେ ୪ ରନ କରିବା ପରେ ଦ୍ରାବିଡ଼ଙ୍କୁ ପଛରେ ପକାଇ ଦେଇଥିଲେ।

Related Articles

Back to top button