ଓଡ଼ିଶା

ରଥଯାତ୍ରାରେ ଟ୍ରାଫିକ୍ ପରିଚାଳନାର ସୂଚନା ଦେଲେ ପରିବହନ କମିଶନର

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;    ଆସନ୍ତା ରଥଯାତ୍ରାରେ ଟ୍ରାଫିକ୍ ପରିଚାଳନା କିପରି ରହିବ? କେଉଁଠି ମିଳିବ ମାଗଣା ବସ୍ ? କେଉଁଠି ଲୋକମାନେ ଗାଡ଼ି ରଖିବେ ? ବିଭିନ୍ନ ଦିଗରୁ ଆସୁଥିବା ଲୋକେ କେଉଁ ବାଟ ଦେଇ ପୁରୀରେ ପ୍ରବେଶ କରିବେ? ଏ ନେଇ ଶନିବାର ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥରେ ପୁରୀ ରଥାଯାତ୍ରାରେ ନିୟୋଜିତ ହେବାକୁଥିବା ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହିତ ପରିବହନ କମିଶନର ଅମିତାଭ ଠାକୁର ଉପସ୍ଥିତ ରହିଥିଲେ । ରଥଯାତ୍ରାରେ ଟ୍ରାଫିକ୍ ପରିଚାଳନା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସୂଚନା ଦେଇଛନ୍ତି । ତଳେ ଥିବା ଲିଙ୍କ୍ ଉପରେ କ୍ଲିକ୍ କରି ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ –

 

Related Articles

Back to top button