ଓଡ଼ିଶାସ୍ୱାସ୍ଥ୍ୟ

OMHS କ୍ୟାଡର ପାଇଁ କ୍ୟାପିଟାଲ ହସ୍ପିଟାଲ–II ନିର୍ମାଣ।

ଭୁବନେଶ୍ୱର,OMSA ପକ୍ଷରୁ ୧୦ ଦଫା ଦାବି ନେଇ ରାଜ୍ୟବ୍ୟାପୀ, ଆନ୍ଦୋଳନ ଚାଲିଛି।OMSA ପକ୍ଷରୁ ଦାବିପତ୍ରକୁ ସମର୍ଥନ କରୁଛି। ସମସ୍ତ ଗ୍ରେଡ୍ ରେ ଆନୁପାତିକ କ୍ୟାଡର ପୁନର୍ଗଠନ।
ସୁପର ସ୍ପେସିଆଲିଷ୍ଟ, ସ୍ପେସିଆଲିଷ୍ଟ, ଡିପ୍ଲୋମାଧାରୀ ଡାକ୍ତର, ପ୍ରଶାସକଙ୍କ ପାଇଁ ବର୍ଦ୍ଧିତ ପ୍ରୋତ୍ସାହନ, ଶବବ୍ୟବଚ୍ଛେଦ ଭତ୍ତା ଏବଂ OMHS ଓ OMES କ୍ୟାଡର ପାଇଁ ସମାନ ପର୍ଫର୍ମାନ୍ସ-ବେସ୍ଡ ଇନସେଣ୍ଟିଭ୍ (PBI)।KBK, KBK+ ଏବଂ TSP ଅଞ୍ଚଳରେ କାର୍ଯ୍ୟରତ ଡାକ୍ତରମାନଙ୍କ ପାଇଁ ୩ ବର୍ଷର ଏକ୍ସିଟ୍ ନୀତି କାର୍ଯ୍ୟକାରୀ କରିବା।ଦନ୍ତ ଚିକିତ୍ସା କ୍ୟାଡର ପାଇଁ ମଧ୍ୟ, DACP, ସ୍ପେସିଆଲିଷ୍ଟ ଭତ୍ତା, କ୍ୟାଡର ପୁନର୍ଗଠନ ଏବଂ PBI ସୁବିଧା ପ୍ରଦାନ।ନିୟମିତ ବାର୍ଷିକ OPSC ନିଯୁକ୍ତି ଏବଂ ସମୟାନୁସାରେ ବିଭାଗୀୟ ପଦୋନ୍ନତି କମିଟି, ବୈଠକ।ଓଡ଼ିଶା ମେଡିକେୟାର ଆଇନର, ସଂଶୋଧନ, ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ୨୪ ଘଣ୍ଟିଆ ସଶସ୍ତ୍ର ସୁରକ୍ଷା ବ୍ୟବସ୍ଥା ଏବଂ ପୁଲିସ ଆଉଟପୋଷ୍ଟ ସ୍ଥାପନ ମାଧ୍ୟମରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ, ସୁରକ୍ଷା ସୁଦୃଢ଼ କରିବା।ଆଡ୍-ହକ୍ ଡାକ୍ତରମାନଙ୍କୁ ନିୟମିତ କରିବା ଏବଂ DACP ସହ ଅନ୍ୟାନ୍ୟ ସେବା ସୁବିଧା ପାଇଁ ଆଡ୍-ହକ୍ ଓ ଚୁକ୍ତିଭିତ୍ତିକ ସେବା ଅବଧିକୁ ଗଣନା କରିବା।

Related Articles

Back to top button