ଓଡ଼ିଶାରାଜନୀତି

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗ, ସରପ୍ରାଇଜ୍ ଦେବେ କି ମୁଖ୍ୟମନ୍ତ୍ରୀ?

ମୋବାଇଲ ନ୍ୟୁଜ 24×7 ;   ଓଡ଼ିଶାରେ ବିଜେପି ସରକାରକୁ ୨ ବର୍ଷ ପୂରଣ ହୋଇଛି । କିନ୍ତୁ, ଖାଲି ପଡ଼ିଛି ଆହୁରି ୬ଟି ମନ୍ତ୍ରୀ ଆସନ । ଭିନ୍ନ ଭିନ୍ନ ସମୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ହେଉଛି । ଏହି କ୍ରମରେ ମଙ୍ଗଳବାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବିଧାନସଭାର ସଂଖ୍ୟା ଆଧାରରେ ଦେଖିଲେ ରାଜ୍ୟରେ ୧୫% ମନ୍ତ୍ରୀ ଆସନ ରହିଛି । ଅର୍ଥାତ୍ ୧୪୭ ବିଧାନସଭା ଆସନ ହୋଇଥିବାବେଳେ ୨୨ ଜଣ ମନ୍ତ୍ରୀ ରହିପାରିବେ । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଏହାକୁ ସ୍ଥିର କରାଯାଇଛି । ତେବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଖବର ଗଣମାଧ୍ୟମକୁ ପ୍ରଥମ କୁହାଯିବ ବୋଲି କହିଛନ୍ତି ସୁରେଶ ପୂଜାରୀ । ଏହି ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ଆଉ କ’ଣ କହିଛନ୍ତି ଜାଣିବା ପାଇଁ ତଳ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ –

 

Related Articles

Back to top button