ଅନ୍ୟାନ୍ୟଓଡ଼ିଶା

ଟ୍ରଲର ମାଲିକ ଅଭିଯୋଗ କରିଛନ୍ତି।

ଭୁବନେଶ୍ୱର,ପାରାଦୀପ ମାଛଧରା ବନ୍ଦରର ୮୦୦ ଟ୍ରଲର ଫିସିଂ ନଯାଇ ହାର୍ବର ମଧ୍ୟରେ, ପଡି ରହିଛି।

ସରକାରୀ କଟକଣା ହଟିବା ପରେ ପାରାଦୀପରେ ଆଜି ଠାରୁ, ଆରମ୍ଭ ହୋଇଥାନ୍ତା ସମୁଦ୍ରରେ ମାଛ ଧରା।

ହେଲେ ସମୁଦ୍ରକୁ ଟ୍ରଲର ନେଇ ଯାଉନାହାନ୍ତି, ସାମୁଦ୍ରିକ ମତ୍ସ୍ୟଜୀବୀ।

ପାରାଦୀପ ମାଛଧରା ବନ୍ଦରର ୮୦୦ ଟ୍ରଲର ଫିସିଂ ନଯାଇ ହାର୍ବର ମଧ୍ୟରେ, ପଡି ରହିଛି।

ବିଭିନ୍ନ ଫୋରମ୍ ରେ ସମସ୍ୟା ଜଣାଇ ନିରାଶ ହେବା ପରେ, ମାଛ ନଧରିବାକୁ ନିଷ୍ପତ୍ତି ନିଆଯାଇଥିବା “ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ” ପକ୍ଷରୁ କୁହାଯାଇଛି।

Related Articles

Back to top button