ଓଡ଼ିଶାପାଣିପାଗ

ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଭୁବନେଶ୍ୱର ,ଆସନ୍ତା ୩ ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମ କୋପ ନେଇ ପୂର୍ବାନୁମାନ କରିଛି, ପାଣିପାଗ ବିଭାଗ ।

ଗତକାଲି ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ, ରେକର୍ଡ ହୋଇଥିଲା।

କଲବଲ କରୁଛି ଗରମ ଓ ଗୁଳୁଗୁଳି।

ଆଜି ପାଇଁ ୮ ଜିଲ୍ଲାରେ ଝଡ଼ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଦିନରେ ତାତି କଲବଲ କରୁଥିବା ବେଳେ,ସଂଧ୍ୟାରେ କାଳବୈଶାଖୀ ।

Related Articles

Back to top button