ଅନ୍ୟାନ୍ୟଶିକ୍ଷା

ଛାତ୍ର ଓ ଅଣଛାତ୍ରଙ୍କ ଭିତରେ ମାର ପିଟ୍

 ଭୁବନେଶ୍ୱର,ଗତକାଲି ରାତିରେ  ବାଣୀବିହାର ଉତ୍ତେଜନା, ଦେଖାଦେଇଛି।

ଅଣଛାତ୍ରଙ୍କ ପ୍ରବେଶକୁ ନେଇ ବାଣୀବିହାର, ଅଶାନ୍ତ। ଛାତ୍ର ଓ ଅଣଛାତ୍ରଙ୍କ ଭିତରେ ମାର ପିଟ୍।

ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଥିବା ନୂଆ ପାର୍କ ନିକଟରେ, ୮ରୁ ଅଧିକ ଅଣଛାତ୍ର ବସି ମଦ ପିଇବା ସହ ପାଟି ତୁଣ୍ଡ କରିଥିଲେ।

ସେହି ବାଟେ ଯାଉଥିବା କିଛି ଛାତ୍ରଙ୍କୁ ଅଣଛାତ୍ରମାନେ, ଅଟକାଇ ଗାଳି ଗୁଲଜ କରିଥିଲେ। ପରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଓ ପରେ ଗଣ୍ଡଗୋଳ ହୋଇଥିଲା I

ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ପହଞ୍ଚିବା ସହ, ଫୋର୍ସ ମୁତୟନ ହୋଇଛି।

Related Articles

Back to top button